Categories: Video

Remembering Kishore Kumar | ସ୍ମୁତିରେ କିଶୋର କୁମାର

If versatility is the yardstick of measuring the virtuosity of an artist, then Kishore Kumar should rank among the greatest artists of all time. Not only he was among the greatest of playback singers, but also was a fine actor. Let’s take a look at the life and times of the actor who was born September 4, 1929.

ଭାରତୀୟ ସଙ୍ଗୀତ ଦୁନିଆରେ କିମ୍ବଦନ୍ତି କଳାକାର ହେଉଛନ୍ତି କିଶୋର କୁମାର। ସ୍ୱରର ମଧୁରତା ଓ ଭାବର ନିବିଡତା ତାଙ୍କର ସବୁ ଗୀତକୁ ଅମରତ୍ୱ ଦେଇଛି। କେବଳ ଗାୟକ ହିସାବରେ ନୁହଁ ଅଭିନେତା ହିସାବରେ ବି ତାଙ୍କର ଛାପ ସୁସ୍ପଷ୍ଟ। ୧୯୨୯ ମସିହା ସେପ୍ଟେମ୍ବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେହି ଚର୍ଚ୍ଚିତ ଗାୟକ ଓ ଅଭିନେତାଙ୍କୁ ଚାଲନ୍ତୁ ମନେପକାଇବା ଏହି ଭିଡିଓରେ।