Posted inVideo

Remembering Netaji Subhas Chandra Bose | ମହାସଂଗ୍ରାମୀ ସୁଭାଷ

Featured Video Play Icon

Today the whole nation remembers Netaji Subhas Chandra Bose. A fearless warrior, he sacrificed everything for the sake of his motherland. Between life and nation, Bose would always choose the latter. He is still remembered for his legendary calling: “Give me blood I will give you freedom.” One of India’s greatest ever freedom fighters, Bose was born in Cuttack’s Odia Bazaar January 23, 1897.

ଦେଶ ପାଇଁ ନିଜର ସବୁକିଛି ତ୍ୟାଗ କରିଥିଲେ ସେ । ନିଜ ଜୀବନ ଠାରୁ ଦେଶ ବଡ ବୋଲି ସେ ପ୍ରମାଣ କରି ଦେଖାଇଥିଲେ । ଆଉ କହିଥିଲେ ମୋତେ ତୁମେ ‘ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି‘ । ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ସୁଭାଷ ଚନ୍ଦ୍ର ବୋଷ । ଦେଶର ଏହି ବୀର ପୁତ୍ରଙ୍କ ଜନ୍ମ ୧୮୯୭ ମସିହା ଜାନୁଆରୀ ୨୩ତାରିଖରେ କଟକର ଓଡ଼ିଆ ବଜାର ଠାରେ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri