Categories: Video

Republic Day Quiz | ସାଧାରଣତନ୍ତ୍ର ଦିବସ କୁଇଜ୍

As the country gets ready to celebrate 71st Republic Day, we went to the public to check how well they know the country. We asked the public several simple questions such as the name of President of India. Check out, how they fare.

ଚଳିତ ଥର ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି ଭାରତ। ଏହି ଦିବସ କାହିଁକି ପାଳନ କରାଯାଏ, ବର୍ତ୍ତମାନ ଭାରତର ରାଷ୍ଟ୍ରପତି କିଏ ଅଛନ୍ତି? ଏଭଳି କିଛି ପ୍ରଶ୍ନର ଉତ୍ତର ପାଇଁ ଆମେ ଯୁବପିଢ଼ିଙ୍କୁ ପଚାରିଥିଲୁ, ଚାଲନ୍ତୁ ଜାଣିବା ସେମାନେ କିଭଳି ଦେଇଥିଲେ ଉତ୍ତର।