ଝିପିଝିପି ବର୍ଷା ପାଇଁ ହନ୍ତସନ୍ତ ଅଞ୍ଚଳବାସୀ: କିଛି ପର୍ଯ୍ୟଟକ ଖୁସି ଆଉ କିଛି ନିରାଶ

ଦାରିଙ୍ଗବାଡି,୨।୧୨ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୪ ଦିନ ବିତିଲା କୋହଲା ପାଗ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କୋହଲା ଓ ଝିପିଝିପି ବର୍ଷା ଯୋଗୁ ଦିନରେ ଶୀତ ଦ୍ବିଗୁଣିତ ହୋଇଥିବାବେଳେ ରାତିରେ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଉଛି। ଘନ କୁହୁଡି ଯୋଗୁ ଯାତାୟତରେ ବାଧା ସୃଷ୍ଟି ହେଉଛି ତାପମାତ୍ରା ୧୧ ଡିଗ୍ରୀ ରହିଛି। ବର୍ଷା ଓ ପାଗ ଖରାପ ସ୍ଥିତି ଯୋଗୁ ଲୋକ ବିଭିନ୍ନ କାମ ଧନ୍ଦାରେ ବାହାରକୁ ଯିବା ମୁସ୍କିଲ ହୋଇପଡିଛି। ସେପଟେ ଧାନ କଟା ଚାଲିଥିବା ବେଳେ ଅନେକ ଚାଷୀ କ୍ଷେତରୁ କାଟିଥିବା ଧାନ ଘରକୁ ଆଣିବା କଷ୍ଟ ହୋଇପଡିଛି। ଧାନ ଫସଲ କ୍ଷତି ହେବା ଆଶଙ୍କା ବଢିଛି। ସେହିପରି ଦାରିଙ୍ଗବାଡି ଇକୋ ରିଟ୍ରିଟ ଖୋଲିଛି। ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟରେ ପର୍ଯ୍ୟଟକ ରାତ୍ରିଯାପନ କରିଛନ୍ତି। ତେବେ ଦିନରେ ଘନ କୁହୁଡିର ଚାଦର ତଳେ ଦାରିଙ୍ଗବାଡି ଦେଖିବାକୁ ଅତି ସୁନ୍ଦର ହୋଇଥିବାବେଳେ ବର୍ଷା କାରଣରୁ ପର୍ଯ୍ୟଟକ ପର୍ଯ୍ୟଟନ କେନ୍ଦ୍ର ବୁଲିବା କଷ୍ଟ ହୋଇପଡିଛି। ପର୍ଯ୍ୟଟକ ଏଭଳି ପାଗକୁ ପସନ୍ଦ କରିବା ବେକେ କିଛି ପର୍ଯ୍ୟଟକ ପର୍ଯ୍ୟଟନକେନ୍ଦ୍ର ବର୍ଷା ଯୋଗୁ ବୁଲି ନ ପାରି ନିରାଶ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାବଲମ୍ବୀ ହେବେ ମହିଳା, ନାରୀ ସଶକ୍ତିକରଣକୁ ସୁଦୃଢ଼ କରିବା ପାଇଁ…

ପୁରୁଷୋତ୍ତମପୁର,୧୪ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡ଼ା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ଋଣ ପ୍ରଦାନ ମେଳା...

ଡିପୋରେ ଜଳିଗଲା ଲକ୍ଷାଧିକ ଟଙ୍କାର ଜାଳେଣି କାଠ

ବଇଣ୍ଡା,୧୪ା୩(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ହଣ୍ଡପା ଥାନା ଜାମୁନାଳୀଠାରେ ଥିବା ବନ ନିଗମ ଲିମିଟେଡ୍‌ର କାଠ ଡିପୋରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଜଙ୍ଗଲରୁ ନିଆଁ...

ବିପୁଳ ମଦ ସହ କାର୍‌ ଜବତ, ଢାବା ମାଲିକଙ୍କ ସମେତ ୨ ଗିରଫ

ବଇଣ୍ଡା,୧୪ା୩(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗଠନ ହୋଇଥିବା ସ୍ବତନ୍ତ୍ର ପୋଲିସ ସ୍କ୍ବାଡ୍‌ ପକ୍ଷରୁ ଶୁକ୍ରବାର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଦେଇଥିବା ଢାବା...

୧ ସୁଦ୍ଧା ଶେଷ କର ହୋଲି ଖେଳ: ଘରେ ଗାଧୋଇବାକୁ ଡିସିପିଙ୍କ ପରାମର୍ଶ

କଟକ,୧୪।୫: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଶନିବାର ହୋଲି। ଏଥିପାଇଁ ଗାଁରୁ ସହର ସବୁଠି ଉତ୍ସବର ପରିବେଶ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ସାଂସ୍କୃତିକ ସହର...

କୋର୍ଟରେ ହାଜର ପରେ ଜେଲ୍‌ ଗଲେ ରାଜା ଚକ୍ର

ବାଲେଶ୍ୱର,୧୪ା୩(ବାଞ୍ଛାନିଧି ଦେ): ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗାନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଆଣ୍ଡ୍‌ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ଲିଃ ରେ ବହୁ...

ଭକ୍ତିମୟ ପରିବେଶରେ ମେଳଣ ପଡ଼ିଆ, ବିମାନରେ ବସିଲେ ଦୋଳଗୋବିନ୍ଦ

ପାଟଣା,୧୪ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ଶୁକ୍ରବାର ରାଧା କୃଷ୍ଣଙ୍କ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବ ସମ୍ପନ୍ନ ହୋଇଛି। ଏହି ବ୍ଲକ...

ଖୁଣ୍ଟରେ ପିଟିହେଲା କାର୍‌: ଚାଲିଗଲା ଦମ୍ପତିଙ୍କ ଜୀବନ

ବାଲୁଗାଁ,୧୪।୩: ଦୋଳ ପୂର୍ଣ୍ଣିମା ଅବସରରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଥିବା ବେଳେ ଖୋର୍ଦ୍ଧା ଜିଲା ନୂଆଗଡ଼ରୁ ଆସିଛି ଏକ ଦୁଃଖଦ ଘଟଣା। ୧୬...

ପୋଲିସ ଘରେ କଳାକନା ବୁଲାଇଲେ ଚୋର, ଲୁଟିନେଲେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା

ପାରଳାଖେମୁଣ୍ଡି,୧୪ା୩(ଗିରିଧାରୀ ପରିଚ୍ଛା): ଲୋକଙ୍କ ଭିତରେ ଏବେ କୋକୁଆ ଭୟ। ସହରରେ ଚୋରି ଘଟଣାରେ ରୋକ୍‌ ଲଗାଇ ପାରୁନି ପୋଲିସ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image