୩୧ ଯାଏ ରାଜଭବନ ପ୍ରବେଶ ଉପରେ କଟକଣା

ଭୁବନେଶ୍ୱର,୮।୭(ବ୍ୟୁରୋ): କରୋନା ସଂକ୍ରମଣ ଦୃଷ୍ଟିରୁ ରାଜଭବନ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଜୁଲାଇ ୩୧ ତାରିଖ ଯାଏ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଅତି ଆବଶ୍ୟକ ହେଲେ ଫୋନ୍‌, ଫ୍ୟାକ୍ସ, ମେଲ୍‌ରେ ଯୋଗାେଯୋଗ କରିପାରିବେ ବୋଲି ବୁଧବାର ସୂଚନା ମିଳିଛି।

Share