ଅରୁନ୍ଧତୀରେ ରଥଯାତ୍ରା ମେଗା ସେଲ

ଭୁବନେଶ୍ୱର,୧୧।୬: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ‘ରଥଯାତ୍ରା ମେଗା ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷର ରଥଯାତ୍ରା ଉପଲକ୍ଷେ ଅରୁନ୍ଧତୀ ପକ୍ଷରୁ ଆକର୍ଷଣୀୟ ‘ହୁଇଲ୍ସ ଅଫ୍‌ ଫର୍ଚ୍ୟୁନ’ ଅଫରର ଶୁଭାରମ୍ଭ କରାଯାଇଛି। ସେହିଭଳି ଅରୁନ୍ଧତୀର ଅଭିଜ୍ଞ କାରିଗରି ଦ୍ୱାରା ପ୍ରସ୍ତୁତ ୧୦,୦୦୦ରୁ ଊର୍ଦ୍ଧ୍ୱ ଆକର୍ଷଣୀୟ ଡିଜାଇନ ଓ ବ୍ୟାପକ ଗହଣା ସମ୍ଭାର ସହିତ ପ୍ରିମିୟମ ବିବାହ ସୁନାଗହଣା କ୍ରୟ ଉପରେ ଫ୍ଲାଟ୍‌ ୫୦%ର ରିହାତି ଦିଆଯାଉଛି। ଏପରିକି ହୀରା ଗହଣାର ମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ଛାଡ଼ ଓ ରୁପା ସାମଗ୍ରୀ ଉପରେ ଫ୍ଲାଟ୍‌ ୨୫% ରିହାତି ସହିତ ୫ ଷ୍ଟାର ପ୍ରମିଜ୍‌ ସେବାରେ ଲାଇଫି ଟାଇମ୍‌ ଫ୍ରି ରିପେୟାର ସହ ୧୦୦% ଏକ୍ସଚେଞ୍ଜ ଭାଲ୍ୟୁ ଓ ଗହଣା ଉପରେ ଫ୍ରି ଇନ୍‌ସ୍ୟୁରାନ୍ସ ସେବା ମଧ୍ୟ ଗ୍ରାହକମାନେ ପାଇପାରିବେ। ଚଳିତ ରଥଯାତ୍ରା ଅବସରରେ ଅରୁନ୍ଧତୀର ବ୍ୟାପକ ଗହଣା ସମ୍ଭାର ଏବଂ ଆକର୍ଷଣୀୟ ଅଫରର ଲାଭ ଉଠାଇବା ପାଇଁ ସମସ୍ତ ଗ୍ରାହକବନ୍ଧୁଙ୍କୁ ଅରୁନ୍ଧତୀ ପକ୍ଷରୁ ସାଦର ନିମନ୍ତ୍ରଣ କରାଯାଉଛି ବୋଲି ଅରୁନ୍ଧତୀ ଗ୍ରୁପ୍‌ ପକ୍ଷରୁ କୁହାଯାଇଛି।

Share