Categories: Video

Rishi Kapoor Passes away | ଚିରନିଦ୍ରାରେ ‘ରିଷି’

Veteran actor Rishi Kapoor passed away at a Mumbai hospital Thursday morning, his brother Randhir Kapoor said. He was 67.

“He is no more. He has passed away,” Randhir said. Rishi, who was suffering from cancer, was taken to the H N Reliance hospital by his family on Wednesday.

୬୭ବର୍ଷ ବୟସରେ ବଲିଉଡର ବର୍ଷୀୟାନ ଅଭିନେତା ରିଷି କପୁରଙ୍କ ପରଲୋକ ହୋଇଛି । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇର ସାର ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା । ପୂର୍ବରୁ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଗତକାଲି ନିଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି ।