ଇଂଲଣ୍ଡରେ ମିଷ୍ଟର ମମି ଶୁଟିଂ ଆରମ୍ଭ କଲେ ରିତେଶ-ଜେନେଲିଆ

ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜା ଇଂଲଣ୍ଡରେ ମିଷ୍ଟର ମମି ଶୁଟିଂ ଆରମ୍ଭ କରିଛନ୍ତି। ତେବେ ଫିଲ୍ମର ପ୍ରଥମ ଲୁକ ସାମ୍ନାକୁ ଆସିସାରିଛି । ଫେବୃଆରୀ ୩ରେ ଏହି ଦମ୍ପତି ୧୦ତମ ବିବାହ ବାର୍ଷିକୀ ପାଳନ କରିଥିଲେ । ଏହି ଅବସରରେ ଦୁହେଁ ଫିଲ୍ମର ନାଁ ଘୋଷଣା କରିଥିଲେ। ଏହି ଯୋଡିକୁ ପୁଣି ଥରେ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ଫେବୃଆରୀ ୪ରେ ନିର୍ମାତା ଫିଲ୍ମର ଅନେକ ପୋଷ୍ଟର ଲଞ୍ଚ କରିଥିଲେ।

Share