ପୁଣି ଭାଇରାଲ ହେଲେ ପ୍ରିୟା ପ୍ରକାଶ

ମୁମ୍ବାଇ: ପ୍ରିୟା ପ୍ରକାଶ ୱାରିୟରଙ୍କ କଥା ଅଳ୍ପ ବହୁତେ ସମସ୍ତଙ୍କର ମନେଥିବ ନିଶ୍ଚୟ । ଇଏ ହେଉଛନ୍ତି ସେହି ତରୁଣୀ ଯିଏ ଆଖିମାରି ରାତାରାତି ଷ୍ଟାର ପାଲଟି ଯାଇଥିଲେ ବନିଯାଇଥିଲେ ଇଣ୍ଟରନେଟ ସେନସେଶନ । ତାଙ୍କର ଆଖିମାରା ଭିଡିଓ ସାରା ଦେଶର ଯୁବବର୍ଗଙ୍କୁ ପାଗଳ କରିଦେଇଥିଲା । ଏହାସହ ସେ ଯେ ଜଣେ ଭଲ କଳାକାର ଏହାବି ପ୍ରମାଣିତ ଜଣାପଡିଛି । ସେ ଭଲ ଗୀତ ଗାଉଥିବା ବେଳେ ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ସେ ‘କେସରିୟା’ ଗୀତ ଗାଇ ଇଣ୍ଟରନେଟରେ ସନସନି ଖେଳାଇ ଦେଇଛନ୍ତି ।
ସୂଚନାଯୋଗ୍ୟ, ନିକଟରେ ପ୍ରିୟା ପ୍ରକାଶ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଥିଲେ । ଯେଉଁଥିରେ ସେ ବ୍ଲୁ ଓ ୟେଲୋ ଡ୍ରେସରେ ଖୁବ୍ ସୁନ୍ଦର ଲାଗୁଥିଲେ । ଭିଡିଓରେ ସେ ବ୍ରାହ୍ମାସ୍ତ୍ରର ଗୀତ ‘କେସରିୟା’ ଗାଉଥିବା ଦେଖାଯାଇଥିଲା । ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଗୀତକୁ ପ୍ରିୟା ଏମିତି ଢଙ୍ଗରେ ଗାଇଛନ୍ତି ଏହା ଶ୍ରୋତା ଦଥା ଦର୍ଶକଙ୍କ ମନକୁ ଛୁଇଁ ଯାଇଛି । ଭିଡିଓଟି ଶେୟାର କରି ପ୍ରିୟା ଲେଖିଛନ୍ତି’ ଇସ୍କ ହେ ପିୟା’ ଏହାସହ ସେ ଏହି ଭିଡିଓଟିକୁ ବ୍ରହ୍ମାସ୍ତ୍ରର ପୂରା ଟିମକୁ ଟ୍ୟାଗ କରିଛନ୍ତି । ପ୍ରିୟା ପ୍ରକାଶଙ୍କ ଏହି ଭିଡିଓକୁ ଦର୍ଶକେ ଖୁବ୍ ପସନ୍ଦ କରୁଛନ୍ତି । ଏହାସହ ତାଙ୍କ କଣ୍ଠର ଯାଦୁଗରିକୁ ପ୍ରଶଂସା ବି କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି! ପୂରା ଖବର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୧୨: ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଛତିଶଗଡ଼ରୁ ଆସିଛି ଏଭଳି ଏକ ସଂଗୀନ ଅଭିଯୋଗ...

ବଲିଉଡ୍‌ରେ ପରିବର୍ତ୍ତନ ଆବଶ୍ୟକ

ମୁମ୍ବାଇ: ଅଭିନେତା ବରୁଣ ଧାୱନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବେବି ଜନ୍‌’ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ପ୍ରମୋଶନରେ ସେ ଏବେ ବ୍ୟସ୍ତ ଅଛନ୍ତି। ସମ୍ପ୍ରତି...

ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼

ହାଇଦ୍ରାବାଦ,୨୨ା୧୨:ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ‘ପୁଷ୍ପା-୨: ଦି ରୁଲ୍‌’ ଚଳଚ୍ଚିତ୍ରର ପ୍ରିମିୟର ଚାଲିଥିବାବେଳେ ଅଭିନେତା ଅଲ୍ଲୁ ଅର୍ଜୁନ ହଠାତ୍‌ ସେଠାରେ ପହଞ୍ଚତ୍ୟିବାରୁ ଦଳାଚକଟା ଘଟି...

ବିବାହ ପରେ ଅଭିନୟଜଗତକୁ ବାଏ ବାଏ କହିଲେ ଏହି ସାଉଥ୍‌ ଅଭିନେତ୍ରୀ! ପ୍ରଶଂସକ ନିରାଶ 

ହାଇଦ୍ରାବାଦ: ବିବାହ ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସାଉଥ୍‌ ଅଭିନେତ୍ରୀ କୀର୍ତ୍ତି ସୁରେଶ। ସେଇଟି ହେଲା ଅଭିନୟ ଦୁନିଆକୁ ବାଏ ବାଏ କରିବା। ଏକଥା ଆମେ...

ମୋ ନାଁରେ ମିଛ ପ୍ରଚାର ହେଉଛି ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୨୧।୧୨: ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନ ଶନିବାର ସାରେ ଜୁବୁଲି ପାହାଡରେ ଥିବା ତାଙ୍କ ବାସଭବନରେ ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ପୁଷ୍ପା-୨ ଦଳାଚକଟା...

‘ମହାତ୍ମା ଗାନ୍ଧୀ ପାକିସ୍ତାନର ‘ଜାତୀୟ ପିତା’, ଭୁଲବଶତଃ ଭାରତର ବୋଲି କୁହାଯାଉଛି’

ମୁମ୍ବାଇ: ବିବାଦରେ ଭେଟେରାନ ବଲିଉଡ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ। ଅନେକ ଥର ଶାହାରୁଖ ଖାନ୍‌ ଏବଂ ସଲମାନ ଖାନଙ୍କ ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହି...

ହନି ସିଂଙ୍କୁ ଚାପୁଡ଼ା ମାରିଥିଲେ ଶାହାରୁଖ! ୯ ବର୍ଷ ପରେ ଖୁଲାସା କଲେ ଗାୟକ

ମୁମ୍ବାଇ,୨୧।୧୨: ଗାୟକ-ରାପର୍‌ ହନି ସିଂ ଆଜିକାଲି ତାଙ୍କ ଡକ୍ୟୁମେଣ୍ଟାରୀ ‘ୟୋ ୟୋ ହନି ସିଂ: ଫେମସ’ ସହିତ ଖବରରେ ଅଛନ୍ତି। ମୋଜେଜ ସିଂଙ୍କ ନିର୍ଦ୍ଦେଶିତ ଏବଂ...

‘ଅଲ୍‌ ଇଜ୍‌ ଓ୍ବେଲ୍‌’

ମୁମ୍ବାଇ: କଥାରେ ଅଛି ‘ବଡ଼ ଘର ବଡ଼ ଗୁମର କଥା’। ତାକୁ ଭେଦିବା କାଠିକର ପାଠ। ଆମେ କହୁଛୁ ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri