Posted inଖେଳ

ଟି -୨୦ ବିଶ୍ୱକପରେ ଅଧିନାୟକତ୍ୱ ସମ୍ଭାଳିବେ ରୋହିତ!

ନୂଆଦିଲ୍ଲୀ,୨।୧: ଏକ ବର୍ଷର ବିରତି ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟି -୨୦ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟି -୨୦ ସିରିଜରେ ସେ ଟିମ ଇଣ୍ଡିଆକୁ ଫେରିବେ। ଯଦି ରୋହିତ ଏହି ସିରିଜରେ ଫେରନ୍ତି, ତେବେ ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ ବିସିସିଆଇ ଟି -୨୦ ବିଶ୍ୱକପରେ ତାଙ୍କୁ ହିଁ ଟିମ ଇଣ୍ଡିଆର କମାଣ୍ଡ ଦେବାକୁ ପ୍ରସ୍ତୁତ ହେଉଛି।

ଇନସାଇଡ ସ୍ପୋର୍ଟସର ଏକ ରିପୋର୍ଟ ଅନୁଯାୟୀ ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ଟି -୨୦ ସିରିଜରେ ଭାରତୀୟ ଦଳର ଅଧିନାୟକ ହେବେ। ବିସିସିଆଇର ଜଣେ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏହି ରିପୋର୍ଟରେ ଏହା ମଧ୍ୟ ଲେଖାଯାଇଛି ଯେ ରୋହିତଙ୍କ ସହ ଦୀର୍ଘ ଦିନ ଧରି ଆଲୋଚନା ହୋଇଛି ଏବଂ ସେ ଟି -୨୦ ବିଶ୍ୱକପରେ ଅଧିନାୟକତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି।

ଦକ୍ଷିଣ ଆଫ୍ରିକା ସହିତ ଟେଷ୍ଟ ସିରିଜ ପରେ ଭାରତୀୟ ଦଳକୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି -୨- ସିରିଜ ଖେଳିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ମାଟିରେ ଇତିହାସ ରଚିଲା ନ୍ୟୁଜିଲାଣ୍ଡ

ମୁମ୍ବାଇ,୩।୧୧: ଭାରତ ମାଟିରେ ଇତିହାସ ରଚିଲା ନ୍ୟୁଜିଲାଣ୍ଡ ଟିମ୍‌। ସିରିଜର ଅନ୍ତିମ ଟେଷ୍ଟ ମ୍ୟାଚ୍‌କୁ ୨୫ ରନ୍‌ରେ ଜିତି ଦଳ ୩-୦ରେ କ୍ଲିନ୍‌ସୁଇପ୍‌ କରିଛି। ଅପରପକ୍ଷେ...

ଈଶାନ କିଶନଙ୍କୁ ଅଷ୍ଟ୍ରେଲିଆରେ ମିଳିପାରେ ଦଣ୍ଡ, ବିଦ୍ରୋହ କରି ଫସିଲେ

କାନ୍‌ବେରା,୩।୧୧: ବର୍ତ୍ତମାନ ଈଶାନ କିଶନ ଇଣ୍ଡିଆ ଏ ଟିମ୍‌ ସହ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଅଷ୍ଟ୍ରେଲିଆ ଏ ବିପକ୍ଷରେ ମୁକାବିଲା ଖେଳାଯାଉଥିବା ବେଳେ ସେ ଏକ...

ଟିମ୍‌ ଇଣ୍ଡିଆକୁ ୧୪୭ରନ୍‌ର ଟାର୍ଗେଟ

ମୁମ୍ବାଇ,୩।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ୩ ମୁକାବିଲା ଜାରି ରହିଛି। ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୨ୟ ଇନିଂସରେ ୧୪୬ରନ୍‌ରେ ଅଲଆଉଟ୍‌ ହୋଇଛି। ଫଳରେ ଭାରତକୁ...

ଆଇପିଏଲରେ ପାଣି ନୁହେଁ ସ୍ପେଶାଲ ଡ୍ରିଙ୍କ ପିଅନ୍ତି ଖେଳାଳି

ନୂଆଦିଲ୍ଲୀ,୩।୧୧: ସବୁଠୁ ଧନୀ କ୍ରିକେଟ ଲିଗ ଆଇପିଏଲ ଉପରେ ସମସ୍ତଙ୍କ ନଜର ରହିଛି। ଗତ ୧୭ବର୍ଷ ଧରି, ଏହି ଲିଗରେ ବିଶ୍ୱର ବିଭିନ୍ନ ସ୍ଥାନରୁ ବଡ...

ସରଫରାଜଙ୍କ ପ୍ରତି ଅନ୍ୟାୟ କଲେ ରୋହିତ-ଗମ୍ଭୀର!

ମୁମ୍ବାଇ,୨।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ମୁମ୍ବାଇରେ ଖେଳାଯାଉଛି। ଏହି ସିରିଜ ମଧ୍ୟରେ ରୋହିତ ଶର୍ମା ଏବଂ ଗୌତମ...

ଆଇପିଏଲ୍‌ ୨୦୨୫ରୁ ବାଦ୍‌ ପଡ଼ିଲେ ଏହି ଅଧିନାୟକ! ଏହି କାରଣରୁ ଅକ୍ସନରେ ନାମ ନ ଦେବାକୁ ନିଷ୍ପତ୍ତି…

ନୂଆଦିଲ୍ଲୀ,୨।୧୧: ଆଇପିଏଲ୍‌ ୨୦୨୫ ପୂର୍ବରୁ ମେଗା ଅକ୍ସନ ଆୟୋଜିତ ହେବ। ନିକଟରେ ରିଟେନ୍‌ଶନ ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରେ ୧୦ ଟିମ୍‌ ମିଶି ମୋଟ ୪୭...

୧୦ ବର୍ଷ ପରେ ଚେନ୍ନାଇକୁ ଫେରିବେ ଏହି କିମ୍ବଦନ୍ତୀ, ଧୋନୀ-ଜାଡେଜାଙ୍କ ସହ ଆଇପିଏଲ ୨୦୨୫ରେ ଆସିବେ ନଜର

ନୂଆଦିଲ୍ଲୀ,୨।୧୧: ଆଇପିଏଲ ୨୦୨୫ର ରିଟେଶନ ତାଲିକା ପ୍ରକାଶ ପାଇବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଚର୍ଚ୍ଚାରେ ଥିଲା ଏବଂ ରିଟେଶନ ତାଲିକା ପ୍ରକାଶ ପାଇବା...

ସୂର୍ଯ୍ୟ-ହାର୍ଦ୍ଦିକଙ୍କଠାରୁ କମ୍‌ ଦରମାରେ ଖେଳିବେ ରୋହିତ ଶର୍ମା, ମୁମ୍ବାଇର ରିଟେଶନ ଲିଷ୍ଟ ଉପରେ କହିଲେ…

ନୂଆଦିଲ୍ଲୀ,୧।୧୧: ଆଇପିଏଲ ୨୦୨୫ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ଖେଳାଳିଙ୍କୁ ରିଟେନ କରିଛି। ସେମାନଙ୍କ ନାମ ଜସପ୍ରୀତ ବୁମ୍‌ରା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri