Categories: ଖେଳ

ଟସ୍‌ ଜିତି ବୋଲିଂ ବାଛିଲେ କୋହଲି

ମୁମ୍ବାଇ,୨୨।୪ : ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବୋଲିଂ ବାଛିଛନ୍ତି। ଏଠାକାର ପିଚ୍‌ରେ ଟାର୍ଗେଟର ପିଛା କରିବା ସହଜ ଓ ମ୍ୟାଚ୍‌ର ପରବର୍ତ୍ତୀ ଭାଗରେ କାକର ପ୍ରଭାବ ଦେଖିବାକୁ ମିଳିବ। ଏହାକୁ ଦୃଷ୍ଟିରେ ରଖି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କୋହଲି।

ରାଜସ୍ଥାନ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଉନାଡ୍‌କଟ୍‌ଙ୍କ ଯାଗାରେ ଦଳରେ ସ୍ଥାନ ପାଇଛନ୍ତି ଶ୍ରେୟାସ ଗୋପାଳ। ଠିକ୍‌ ସେହିଭଳି ରଜତ ପାଟିଦାରଙ୍କ ବଦଳରେ କେନ ରିଚାର୍ଡସନଙ୍କୁ ଆରସିବି ଦଳରେ ସ୍ଥାନ ମିଳିଛି।

Share