Categories: ଖେଳ

ଜୟପୁରରେ ଆରଆର-ଏସଆରଏଚ ଲଢ଼େଇ…

ଜୟପୁର,୭।୫ : ଆଇପିଏଲ ୨୦୨୩ର ୫୨ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ରବିବାର ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବେ।

ରାଜସ୍ଥାନ ରୟାଲ୍ସ ଦଳରେ ସଞ୍ଜୁ ସାମସନ (ଅଧିନାୟକ/ଓ୍ବିକେଟ କିପର), ଯଶସୱୀ ଜୈସୱାଲ, ଜୋସ ବଟଲର, ଦେବଦତ୍ତ ପାଦିକଲ, ଶିମ୍ରନ ହେଟମିୟର, ଧ୍ରୁଭ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଆଦାମ ଜାମ୍ପା, ସନ୍ଦୀପ ଶର୍ମା, ୟୁଜଭେନ୍ଦ୍ର ଚହଲ, ରିୟାନ ପାରାଗ, ମୁରୁଗାନ ଅଶ୍ୱିନ, ଜୋ ରୁଟ, କୁଲଦୀପ ଯାଦବ, କେଏମ ଆସିଫ, ଜେସନ ହୋଲ୍ଡର୍‌, ନବଦୀପ ସାଇନି, ଆକାଶ ଭାସିଷ୍ଟ, କେସି କାରିଆପ୍ପା, ଓବେଡ ମ୍ୟାକକୋଇ, କୁଲଦୀପ ସେନ, ଡୋନାଭନ ଫେରେରା, ଅବଦୁଲ ବାସିଥ, କୁନାଲ ସିଂ ରାଠୋର ଅଛନ୍ତି।

ସେହିପରି ସନରାଇଜର୍ସ ହାଇଦ୍ରାବାଦ ଦଳରେ ଆଡେନ ମାର୍କ୍ରାମ (ଅଧିନାୟକ), ହେନ୍ରିଚ କ୍ଲାସେନ (ଓ୍ବିକେଟ କିପର), ଅଭିଷେକ ଶର୍ମା, ମୟଙ୍କ ଅଗ୍ରୱାଲ, ରାହୁଲ ତ୍ରିପାଠୀ, ହ୍ୟାରି ବ୍ରୁକ, ଅବଦୁଲ ସମାଦ, ମାର୍କୋ ଜାନସେନ, ଭୁବନେଶ୍ୱର କୁମାର, ମାୟାନକ ମାର୍କାଣ୍ଡେ, କାର୍ତ୍ତିକ ତ୍ୟାଗି, ଟି ନଟରାଜନ, ଗ୍ଲେନ ଫିଲିପ୍ସ, ନୀତୀଶ ରେଡ୍ଡୀ, ସାନବୀର ସିଂ, ଉମ୍ରାନ ମଲିକ, ଫଜଲହକ ଫାରୁକି, ଆଦିଲ ରସିଦ, ଆକିଲ ହୋସେନ, ସମରଥ ଭାୟାସ, ଅନମୋଲପ୍ରୀତ ସିଂ, ମାୟାନକ ଦାଗର, ଉପେନ୍ଦ୍ର ଯାଦବ ପ୍ରମୁଖ ଅଛନ୍ତି।

 

Share