Categories: ଖେଳ

ରାଜସ୍ଥାନ ଆଗରେ ୧୫୫ ରନର ଟାର୍ଗେଟ୍‌ ରଖିଲା ଲକ୍ଷ୍ନୌ…

ଜୟପୁର,୧୯।୪: ଆଇପିଏଲ ୨୦୨୩ ସିଜିନ ୧୬ର ୨୬ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ମଧ୍ୟରେ ଜୟପୁରର ସାଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ଟସ୍‌ ଜିତି ରାଜସ୍ଥାନ ରୟାଲ୍ସ(ଆରଆର) ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ବ୍ୟାଟିଂ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ଲକ୍ଷ୍ନୌ ୭ ଓ୍ବିକେଟ ହରାଇ ୧୫୪ ରନ କରିଛି। ଫଳରେ ଆରଆର୍ ପାଇଁ ବିଜୟ ଲକ୍ଷ୍ୟ ୧୫୫ ରନ ରହିଛି।

Share