Categories: ଖେଳ

ଟସ ଜିତିଲା ଆରଆର, ପ୍ରଥମେ ବ୍ୟାଟିଂ…

ମୁମ୍ବାଇ,୩୦।୪ : ଆଇପିଏଲର ୧୦୦୦ ତମ ମ୍ୟାଚ ତଥା ଚଳିତ ସିଜିନର ୪୨ ତମ ମ୍ୟାଚ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର)ମଧ୍ୟରେ ଖେଳାଯାଉଛି। ଟସ ଜିତି ଆରଆର ଟିମ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ବ୍ୟାଟିଂ କରିବାକୁ ନିଷ୍ପତ୍ତିି ନେଇ ପଡ଼ିଆକୁ ଓହ୍ଲାଇଛି। ଏମଆଇ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବୋଲିଂ କରିବା ଆରମ୍ଭ କରିଛି।

Share