Categories: ଖେଳ

ଟସ ଜିତିଲା ଆରଆର, ପ୍ରଥମେ ବୋଲିଂ…

ବେଙ୍ଗାଲୁରୁ,୨୩।୪ : ଆଇପିଏଲ-୨୦୨୩ର ୩୨ ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳା ଯାଉଛି। ଟସ ଜିତି ଆରଆର ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଦଳ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଳାଇଥିବାବେଳେ ଆରସିବି ଟିମ୍‌ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଛି।
ଆରସିବି ଟିମ୍‌ ଅଧିନାୟକ ଫାଫ ଡୁପଲେସିସ କୌଣସି କାରଣରୁ ଏହି ମ୍ୟାଚରେ ଖେଳୁ ନାହାନ୍ତି

Share