ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ବର୍ତ୍ତମାନ ସୁଦ୍ଧା ଆୟକର ବିଭାଗ ୪୧.୨୫ ଲକ୍ଷ ଟିକସଦାତାଙ୍କୁ ୧.୩୬ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଜାରି କରିଛି। ବ୍ୟକ୍ତିଗତ ଆୟକର ରିଫଣ୍ଡ ଭାବେ ୩୬,୦୨୮ କୋଟି ଏବଂ ୧ ଲକ୍ଷ କୋଟି ଟଙ୍କାର କର୍ପୋରେଟ ଟିକସ ବାଦବ ରିଫଣ୍ଡ ଜାରି କରାଯାଇଛି। ଆୟକର ବିଭାଗ ପକ୍ଷରୁ ଟୁଇଟ ଯୋଗେ ଏଭଳି ସୂଚନା ଦିଆଯାଇଛି।