Posted inଜାତୀୟ

ଲୋଭ କିମ୍ବା ଭୟରେ ଧର୍ମ ପରିବର୍ତ୍ତନ କର ନାହିଁ: ଆର୍‌ଏସ୍‌ଏସ୍‌ ମୁଖ୍ୟ…

ନୂଆଦିଲ୍ଲୀ,୧୩।୪: ଆରଏସଏସ ମୁଖ୍ୟ ମୋହନ ଭାଗବତ ଦେଶରେ ଚାଲିଥିବା ଧର୍ମାନ୍ତରୀକରଣ ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି। ଧର୍ମ ସମସ୍ତଙ୍କୁ ଖୁସି ଆଡ଼କୁ ନେଇଯାଇପାରେ। ଆମେ ଲୋଭ କିମ୍ବା ଭୟ ଯୋଗୁ ଧର୍ମ ପରିବର୍ତ୍ତନ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ଭଲସାଡ ଜିଲାର ଶ୍ରୀ ଭବ ଭବେଶ୍ୱର ମହାଦେବ ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗ ଦେଇ ମୋହନ ଭାଗବତ କହିଛନ୍ତି ଯେ ଦୈନନ୍ଦିନ ଜୀବନରେ ଲୋଭ ଏବଂ ପ୍ରଲୋଭନର ସାମ୍ନା କରିବାକୁ ପଡ଼ିପାରେ। ଏହି ଜିନିଷଗୁଡ଼ିକ ଲୋକଙ୍କୁ ସେମାନଙ୍କ ଧର୍ମରୁ ଦୂରେଇ ନେଇପାରେ, କିନ୍ତୁ କେବଳ ଧର୍ମ ହିଁ ସମସ୍ତଙ୍କୁ ଖୁସି ଆଡ଼କୁ ନେଇପାରିବ। ଏଣୁ ଲୋଭ କିମ୍ବା ଭୟ ଯୋଗୁ କୌଣସି ପରିସ୍ଥିତିରେ ସେମାନଙ୍କର ଧର୍ମ ପରିବର୍ତ୍ତନ କରିବା ଉଚିତ ନୁହେଁ।
ଏହାଛଡ଼ା ସଂଘ ମୁଖ୍ୟ କହିଥିଲେ ଯେ ଆମେ ଏକଜୁଟ ହେବା ଜାଣୁ ଏବଂ ଏକଜୁଟ ହେବା ଚାହୁଁ। ଆମେ ଲଢ଼େଇ କରିବାକୁ ଚାହୁଁନାହୁଁ, କିନ୍ତୁ ଆମକୁ ନିଜକୁ ରକ୍ଷା କରିବାକୁ ପଡିବ କାରଣ ଆଜି ମଧ୍ୟ ଏପରି ଶକ୍ତି ଅଛି ଯେଉଁମାନେ ଆମକୁ ପରିବର୍ତ୍ତନ (ଧର୍ମ ପରିବର୍ତ୍ତନ) କରିବାକୁ ଚାହାଁନ୍ତି। କିନ୍ତୁ ଆମ ଦୈନନ୍ଦିନ ଜୀବନରେ ଏପରି କୌଣସି ଶକ୍ତି ନ ଥିଲେ ମଧ୍ୟ ଲୋଭ ଏବଂ ପ୍ରଲୋଭନର ଘଟଣା ଘଟେ ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତାରେ ମିଳୁଛି ଭଡା ଘର, 1 BHK ଫ୍ଲାଟ ପାଇଁ ଦେବାକୁ ପଡିବ…

ନୂଆଦିଲ୍ଲୀ,୧୮।୪: ଭାରତର ବିଭିନ୍ନ ସହରରେ ଘର ଭଡାର ମୂଲ୍ୟ ଦିନକୁ ଦିନ ବଢୁଛି। ତେବେ କେତେକ ଛୋଟ ଓ ମଧ୍ୟମ ସହରରେ ଭଡା ମୂଲ୍ୟ ଏବେ...

ଅପହୃତା ନାବାଳିକା ଭୁବନେଶ୍ୱରରୁ ଉଦ୍ଧାର: ଜେଲ ଗଲେ…

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରୁ ଅପହୃତ କରାଯାଇଥିବା ଜଣେ ନାବାଳିକାଙ୍କୁ ପାଟପୁର ପୋଲିସ ଭୁବନେଶ୍ୱରସ୍ଥିତ ଏକ ଘରୁ ଉଦ୍ଧାର କରିଛି।...

Starlink: ଷ୍ଟାରଲିଙ୍କ୍‌ ଆସିବା ପରେ ଭାରତକୁ କ’ଣ ମିଳିବ ଫାଇଦା, କେବେ ମିଳିବ ଭାରତୀୟଙ୍କୁ ସୁବିଧା

ନୂଆଦିଲ୍ଲୀ,୧୮।୪:ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସେବା ଭାରତ ଆସିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଷ୍ଟାରଲିଙ୍କ ଭାରତୀୟ ଟେଲିକମ କମ୍ପାନୀ ଜିଓ ଏବଂ ଏୟାରଟେଲ ସହିତ ହାତ ମିଳାଇଛି।...

UPI ଉପରେ ଲାଗିବନି GST, ଡିଜିଟାଲ ପେମେଣ୍ଟ ଉପରେ ଟିକସ ନାହିଁ ବୋଲି ସ୍ପଷ୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ,୧୮।୪: UPI ଉପରେ ଲାଗିବନି GST। କେନ୍ଦ୍ର ସରକାର ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ GST ଲାଗୁ କରିବାକୁ ଯୋଜନା କରୁଥିବା...

ବ୍ୟାଙ୍କ୍‌ ଆକାଉଣ୍ଟରେ ଏତେ ଟଙ୍କା ରଖିଲେ ଦେବାକୁ ପଡିପାରେ ଟିକସ? ଜାଣି ନିଅନ୍ତୁ ନ ହେଲେ…

ଆଜିକାଲି, ଅନଲାଇନ ଟଙ୍କା କାରବାର ବୃଦ୍ଧି ପାଉଛି। ଏହାର ଅର୍ଥ ହେଉଛି ଯେ ଅନେକ ଲୋକ ସଞ୍ଚୟ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି। ଏକ ସଞ୍ଚୟ...

IPL ୨୦୨୫: ପୁଣି ବଦଳିବେ ରାଜସ୍ଥାନ ରୟାଲ୍ସ ଅଧିନାୟକ? ସାମସନଙ୍କ ଯୋଗୁ ନେବାକୁ ପଡ଼ିପାରେ…

ନୂଆଦିଲ୍ଲୀ,୧୮।୪: ୨୦୨୫ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ଏବେ ଦଳରେ ଏକ ନୂତନ ସମସ୍ୟା ସୃଷ୍ଟି ହୋଇଛି। ସିଜିନ ମଝିରେ...

Bank Nomination Rules: ଏବେ ଉତ୍ତରାଧିକାରୀ ପାଇବେ ଏହି ହିସାବରେ ଟଙ୍କା! ବ୍ୟାଙ୍କ ନୋମିନିରେ ବଦଳିଲା ନିୟମ

ଟଙ୍କା ଏବଂ ଅଳଙ୍କାର ରଖିବା ପାଇଁ ବ୍ୟାଙ୍କ ଲକରକୁ ଏକ ସୁରକ୍ଷିତ ସ୍ଥାନ ଭାବରେ ବିବେଚନା କରାଯାଏ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏବେ...

କ’ଣ ଏହି ମଡେଲଙ୍କୁ ଡେଟ୍‌ କରୁଛନ୍ତି ହନି ସିଂ? ଜନ୍ମଦିନ ପାର୍ଟିରେ ହାତ ଧରି…

ମୁମ୍ବାଇ: ପ୍ରେମରେ ପଡ଼ିଛନ୍ତି ଖ୍ୟାତନାମା ରାପର ହନି ସିଂ। ଜଣେ ମଡେଲଙ୍କ ପାଇଁ ତାଙ୍କ ହୃଦୟରେ ଗୀଟାର, ବୀଣା ବାଜିବା ଆରମ୍ଭ ହୋଇଛି। ସଂଗୀତ ଦୁନିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image