ରୁକୁଣା ରଥଟଣା ଆରମ୍ଭ

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ପବିତ୍ର ଅଶୋକାଷ୍ଟମୀ ଅବସରରେ ବୁଧବାର ମହାପ୍ରଭୁ ଲିଙ୍ଗରାଜଙ୍କ ରଥଟଣା ଆରମ୍ଭ ହୋଇଛି। ସମସ୍ତ ନୀତିକାନ୍ତି ଶେଷ ପରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ହୋଇଥିଲା। ଏହା ପରେ ରଥଟଣା ଆରମ୍ଭ ହୋଇଛି। ରଥଯାତ୍ରା ଦେଖିବାକୁ ଏକାମ୍ର କ୍ଷେତ୍ର ଲୋକାରଣ୍ୟ ହୋଇଯାଇଛି।

Share