ଆସନ୍ତାକାଲି ସାବିତ୍ରୀ ବ୍ରତ । ଏଥିପାଇଁ ମାର୍କେଟରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଲକଡାଉନ କଟକଣା ପାଇଁ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଥିବାରୁ କମ ସମୟରେ କିଣାକିଣି କରିବାରେ ଲାଗିପଡିଛନ୍ତି ଲୋକେ । ତେବେ କମ ସମୟ ଦୋକାନ ବଜାର ଖୋଲା ରହୁଥିବାରୁ ବେପାର ମାନ୍ଦା ହେଉଥିବା କହିଛନ୍ତି ବ୍ୟବସାୟୀ ।