ୟୁକ୍ରେନ ଉପରେ ଆକ୍ରମଣ କଲା ରୁଷିଆ: ୮ ମୃତ, ୩୧ ଆହତ

ମସ୍କୋ,୮।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ଦେଉନାହିଁ। ଉଭୟ ପାର୍ଶ୍ୱରୁ ଭୟଙ୍କର ଆକ୍ରମଣ ହୋଇଛି। ନିକଟରେ ରୁଷିଆର ରାଜଧାନୀ ମସ୍କୋ ଆଖପାଖ ଅଞ୍ଚଳକୁ ୟୁକ୍ରେନ ଟାର୍ଗେଟ କରିଛି, ଯେଉଁ କାରଣରୁ ରୁଷିଆ କ୍ରୋଧିତ ହୋଇଛି। ଏଭଳି ପରିସ୍ଥିତିରେ ରୁଷିଆ ଅତ୍ୟନ୍ତ ଆକ୍ରମଣାତ୍ମକ ଦେଖାଯାଉଛି। ତେବେ ରୁଷିଆ ୟୁକ୍ରେନ ପୂର୍ବ ସହର ପୋକ୍ରୋଭସ୍କ ଉପରେ କ୍ଷେପଣାସ୍ତ୍ର ବର୍ଷା କରିଛି, ଯେଉଁଥିରେ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୧ଜଣ ଆହତ ହୋଇଛନ୍ତି।

Share