ରୁଷିଆର ଲୁନା -୨୫ଧକ୍କା ହେବାରୁ ଚନ୍ଦ୍ରରେ ୩୩ ଫୁଟର ଗର୍ତ୍ତ, ଦୁର୍ଘଟଣା ସ୍ଥାନକୁ ଖୋଜିଲା ନାସା

କେପ କ୍ୟାନଭେରଲ,୨।୯: ଆମେରିକାର ସ୍ପେସ ଏଜେନ୍ସି ନାସାର ମହାକାଶଯାନ ସମ୍ଭାବ୍ୟ ସ୍ଥାନକୁ ଖେଶଜି ବାହାର କରିଛି ଯେଉଁଠାରେ ରୁଷିଆର ରୋବୋଟିକ ଲ୍ୟାଣ୍ଡର ଲୁନା -୨୫ ଗତ ମାସରେ ଏକ ଅନିୟନ୍ତ୍ରିତ କକ୍ଷପଥକୁ ଯିବା ପରେ ଚନ୍ଦ୍ରରେ ଖସିପଡିଥିଲା। ୪୭ ବର୍ଷ ପରେ, ରୁଷିଆ ଲୁନା -୨୫ ଚନ୍ଦ୍ର ମିଶନ ଆରମ୍ଭ କରିଥିଲା।

Share