ରୁଷିଆ-ୟୁକ୍ରେନ୍‌ ସଂଘର୍ଷ ଚାପ ବଢ଼ାଇଛି

ପୂର୍ବରୁ କୋଭିଡ୍‌ ମହାମାରୀଜନିତ ପ୍ରଭାବରୁ ନିସ୍ତାର ମିଳି ନ ଥିବାବେଳେ ୨୦୨୨ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରଠୁ ବିଶ୍ୱବ୍ୟାପୀ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ୍‌ ବଢ଼ିଚାଲିଛି। ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଏହାସତ୍ତ୍ୱେ ଦରଦାମ୍‌ ନିୟନ୍ତ୍ରଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରାନୀତି ବୈଠକରେ ସୁଧ ହାର ବୃଦ୍ଧି ନିଷ୍ପତ୍ତି ନେବାକୁ ପଡ଼ିଛି।

Share