ମାର୍ଚ୍ଚ ୧୭ରେ ରୁଷିଆ ରାଷ୍ଟ୍ରପତି ନିର୍ବାଚନ

ମସ୍କୋ,୭ା୧୨: ଗୁରୁବାର ରୁଷିଆର ଉପର ସଂସଦ ୨୦୨୪ ମାର୍ଚ୍ଚ ୧୭ରେ ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ତାରିଖ ସ୍ଥିର କରିଛି।

ଏକ ବୈଠକରେ ସିନେଟରମାନଙ୍କ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତିରେ ଅନୁମୋଦନ କରାଯାଇଛି। ଯାହା ରାଷ୍ଟ୍ରପତିଙ୍କ ଅଭିଯାନ ଆରମ୍ଭ କରିବ ବୋଲି ଚାମ୍ବରର ମୁଖ୍ୟ ଭାଲେଣ୍ଟିନା ମାଟଭିଏଙ୍କୋ କହିଛନ୍ତି।

Share