Categories: ଜାତୀୟ

ନେପାଳ ବହିର୍ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର

ନୂଆଦିଲ୍ଲୀ,୧୨।୫: ଷଷ୍ଠ ଭାରତ ମହାସାଗର ସମ୍ମିଳନୀ -୨୦୨୩ ରେ ଭାଗ ନେବାକୁ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଢାକାରେ ଅଛନ୍ତି। ଏହି ସମୟରେ ଶୁକ୍ରବାର ସେ ନେପାଳର ବହିର୍ବ୍ୟାପାର ମନ୍ତ୍ରୀ ଏନ୍‌.ପି. ସାଉଦଙ୍କୁ ଭେଟିଛନ୍ତି। ନୂତନ ଦାୟିତ୍ୱ ପାଇଥିବାରୁ ଜୟଶଙ୍କର ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ଆଗକୁ ବଢାଇବା ଉପରେ ଆଲୋଚନା କରିଥିଲେ।

Share