Categories: Video

Saaho – Preview of the film । ସାହୋ – ପ୍ରିଭିୟୁ ଅଫ୍ ଦ ଫିଲ୍ମ

Fans of Prabhas cannot contain their excitement as the actor is all set to make his debut in Hindi films with ‘Saaho’. Made on a budget of Rs 350 crore, Saaho is one of the most expensive film produced in India and will hit the screens this Friday. Prabhas had earlier been seen in the Hindi version of the magnum opus ‘Baahubali: The Conclusion’

ଫ୍ରାଇଡେରେ ରିଲିଜ୍ ହେବାକୁ ଯାଉଛି ୨୦୧୯ର ବହୁ ପ୍ରତିକ୍ଷିତ ଫିଲ୍ମ ‘ସାହୋ’। ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବେ ସାଉଥ୍‍ ସୁପରଷ୍ଟାର୍‍ ପ୍ରଭାସ ଓ ତାଙ୍କ ବିପକ୍ଷରେ ଅଛନ୍ତି ’ଆସିକି’ ହିରୋଇନ୍ ଶ୍ରଦ୍ଧା କପୁର। ଫିଲ୍ମକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍ସୁକତା ଅଧିକ ରହିଛି।