Categories: Video

Saaho – Public Opinion | ସାହୋ – ପବ୍ଲିକ୍ ଓପିନିୟନ୍

Much awaited action-drama movie Saaho has released. South Indian movie star Prabhas made his Hindi cinema debut in this film opposite Shraddha Kapoor. The movie is doing brisk business at the box office as well. Here is what the audiences have to say about the movie.

ଫ୍ରାଇଡେରେ ରିଲିଜ ହୋଇଛି ୨୦୧୯ର ବହୁ ପ୍ରତିକ୍ଷିତ ଫିଲ୍ମ ‘ସାହୋ’, ଯାହା ରିଲିଜର ପ୍ରଥମ ଦିନରେ ଭଲ ଓପନିଂ କରିଛି। ‘ସାହୋ’ ଜରିଆରେ ସାଉଥ ସୁପରଷ୍ଟାର୍‍ ପ୍ରଭାସ ବଲିଉଡରେ ଡେବ୍ୟୁ କରିଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ଶ୍ରଦ୍ଧା କପୁର। ଫିଲ୍ମକୁ ନେଇ କଣ ରହିଛି ପବ୍ଲିକଙ୍କ ମତ ଚାଲନ୍ତୁ ଦେଖିବା।