ରାତି ପାହିଲେ ସାବିତ୍ରୀ ବ୍ରତ: ବଜାରରେ ନାହିଁ ନ ଥିବା ଭିଡ଼

କେସିଙ୍ଗା,୨୯।୫(ଡି.ଏନ୍‌.ଏ.): ରାତି ପାହିଲେ ସାବିତ୍ରୀ ଅମାବାସ୍ୟା। ଏ ନେଇ ହାଟ ବଜାର ସବୁଠି ଭିଡ଼ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲା କେସିଙ୍ଗା ସହରର ଡେଲି ମାର୍କେଟରେ ଫଳଦର ଆକାଶ ଛୁଆଁ ହୋଇଛି। ସବୁଠି ଫଳର ପସରା ମେଲିଥିବା ବେଳେ ଶାଢ଼ି, ଚୁଡି ଦୋକାନରେ ମହିଳାଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି।

Share