Categories: Video

ରାଜସ୍ଥାନରେ ସବ୍ୟ ଓ ଅର୍ଚ୍ଚିତାଙ୍କ ବାହାଘର

ସବୁ ପ୍ରତିକ୍ଷାର ଅନ୍ତଘଟାଇ ଶେଷରେ ରିଲ୍ ଲାଇଫରୁ ରିୟଲ ଲାଇଫ ପାଟର୍ନର ପାଲିଟିଛନ୍ତି ଓଲିଡଉଡ୍ ସୁପର ଯୋଡି ସବ୍ୟ ଓ ଅର୍ଚ୍ଚିତା । ସବୁବେଳେ ଅନସ୍କ୍ରିନ୍‌ରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଏହି ସଫଳ ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ହୋଟେଲରେ ଉଭୟ ଉଭୟଙ୍କ ହାତ ଧରିଛନ୍ତି ।