Categories: Video

ସୁଶାନ୍ତଙ୍କ ଭୂମିକାରେ ସଚିନ୍ । Sachin to play Sushant

ଆଜିର ଏପିସୋଡରେ ଦେଖିବା ବିଗ୍ ବି ହସ୍ପିଟାଲରୁ ରହି କେଉଁ ୬ ପ୍ରକାର ଲୋକଙ୍କଠୁ ଦୂରେଇ ରହିବାକୁ ତାଙ୍କ ଫ୍ୟାନ ମାନଙ୍କୁ କହିଛନ୍ତି । କେଉଁ ଫିଲ୍ମ ମାଧ୍ୟମରେ ନଜର ଆସିବେ ସାଉଥ ଷ୍ଟାର ପ୍ରଭାସ ଓ ବଲିଉଡ୍ ସୁନ୍ଦରୀ ଦୀପିକା ପାଦୁକୋଣ । ସୁଶାନ୍ତ ସିଂ ରାଜପୁତଙ୍କ ଜୀବନି ଉପରେ ନିର୍ମାଣ ହେବାକୁ ଥିବା ଫିଲ୍ମରେ ସୁଶାନ୍ତଙ୍କ ଭୂମିକାରେ କିଏ ନଜର ଆସିବେ । ବର୍ଷାରେ ହଳ କରୁଛନ୍ତି ଭାଇଜାନ୍, ଓଟିଟିରେ ରିଲିଜ୍ ହେବ ବିଦ୍ୟା ବାଲାନ୍ ଷ୍ଟାରର ଫିଲ୍ମ ଶକୁନ୍ତଳା ଦେବୀ ।