Categories: ଜାତୀୟ

ସଚିନଙ୍କୁ କରୋନା

ଜୟପୁର,୧୨।୧୧-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ। ଏ ନେଇ ସଚିନ ନିଜେ ଗୁରୁବାର ଟୁଇଟ ଜରିଆରେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହୋମ ଆଇସୋଲେଶନରେ ରହିଥିବା କହିଛନ୍ତି। ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ସେ କୋଭିଡ ପରୀକ୍ଷା କରିନେବାକୁ ପରାମର୍ଶ ଦେଇଛନ୍ତି। ପାଇଲଟଙ୍କ ଟୁଇଟ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Share