Posted inଖେଳ

ଦୁଇ ଦିନ ଖେଳାଇ ଦେଲାନି ବର୍ଷା, ତଥାପି ଜିତିଲା ପାକିସ୍ତାନ

ଢ଼ାକା,୮।୧୨: ପ୍ରଥମ ଦିନ ବର୍ଷା ବାଧକ ସାଜିବାରୁ ମାତ୍ର ୬.୨ ଓଭର ଖେଳ ସମ୍ଭବ ହୋଇପାରିଥିଲା। ଦ୍ୱିତୀୟ ଦିନ ସମାନ କାରଣରୁ ସମ୍ଭବ ହୋଇପାରି ନ ଥିଲା ଖେଳ। ବିଳମ୍ବରେ ତୃତିୟ ଦିନର ଖେଳ ଆରମ୍ଭ ହେଲା। ଏହାସତ୍ତ୍ୱେ ଢାକା ଟେଷ୍ଟରେ ପାକିସ୍ତାନ ଏକ ଇନିଂସ ଓ ୮ ରନ୍‌ରେ ବାଂଲାଦେଶକୁ ହରାଇ ଦେଇଛି।

ମ୍ୟାଚ୍‌ର ଅନ୍ତିମ ତଥା ୫ ଦିନ ବାଂଲାଦେଶ ୭୬/୭ରୁ ପ୍ରଥମ ଇନିଂସ ବ୍ୟାଟିଂ କରିଥିଲା। ପୂର୍ବରୁ ୩୦୦/୪ ସ୍କୋରରେ ପ୍ରଥମ ଇନିଂସ ପାଳି ଘୋଷଣା କରିଥିଲା ପାକିସ୍ତାନ। ଫଳରେ ବାଂଲାଦେଶକୁ ଫଲୋଅନ୍‌ ଏଡ଼ାଇବା ପାଇଁ ବଳକା ୩ ଉଇକେଟରେ ୨୫ ରନ ଦରକାର ଥିଲା। ହେଲେ ଘରୋଇ ଦଳର ଇନିଂସ ଅଟକି ଯାଇଥିଲା ମାତ୍ର ୮୭ ରନ୍‌ରେ। ଦ୍ୱିତୀୟ ଇନିଂସ ଆରମ୍ଭରୁ ବାଂଲାଦେଶର ଟପ୍‌ ଅର୍ଡରକୁ ବିଗାଡ଼ି ଦେଇଥିଲେ ପାକିସ୍ତାନୀ ପେସର ଶାହୀନ ଆଫ୍ରିଦୀ ଓ ହାସନ ଅଲି। ମୁଶଫିକର ରହିମ (୪୮), ଲିଟନ ଦାସ (୪୫), ଶାକିବ ଅଲ ହାସନ (୬୩) ଦଳକୁ ଇନିଂସ ପରାଜୟରୁ ବଞ୍ଚାଇବା ପାଇଁ ଖୁବ୍‌ ଚେଷ୍ଟା କରିଥିଲେ। କିନ୍ତୁ ପୁଣି ଥରେ ସେମାନଙ୍କ ଲାଗି କାଳ ସାଜିଥିଲେ ସାଜିଦ ଖାନ। ବାଂଲାଦେଶ ମାତ୍ର ୨୦୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ପ୍ରଥମ ଇନିଂସରେ ୮ ଉଇକେଟ ନେଇଥିବା ସାଜିଦ ଦ୍ୱିତୀୟ ପାଳି ୪ ସଫଳତା ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରତିଶୋଧ ନେଲା ଭାରତ: ୧୩୬ ବର୍ଷର ରେକର୍ଡ ଭାଙ୍ଗିଲା

ପର୍ଥ,୨୫।୧୧: ପର୍ଥ ଟେଷ୍ଟରେ ସମସ୍ତଙ୍କ ଆଶାଠାରୁ ଅତିକ୍ରମ କରି ପର୍ଥରେ ଟିମ ଇଣ୍ଡିଆ ଚମତ୍କାର କରିଛି। ଅଷ୍ଟ୍ରେଲିଆ ଉପରେ ବିଜୟ ହାସଲ କରିଛି। ଭାରତ ବିପକ୍ଷରେ...

ମାଟି କାମୁଡିଲା କଙ୍ଗାରୁ ଟିମ୍‌: ଭାରତର ଐତିହାସିକ ବିଜୟ

ପର୍ଥ,୨୫।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଐତିହାସିକ ବିଜୟ ହାସଲ କରିଛି। ପର୍ଥରେ ଚାଲିଥିବା...

ବିଜୟର ଦ୍ୱାରଦେଶରେ ଭାରତ: ଆଉ ମାତ୍ର ୩ ଉଇକେଟ ଆବଶ୍ୟକ…

ପର୍ଥ,୨୫।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପର୍ଥରେ ଜାରି ରହିଛି। ଏହି ମ୍ୟାଚ୍‌ରେ ଭାରତ ବିଜୟ...

ମାଲାମାଲ ହେଲେ ରିଷଭ ପନ୍ତ: ଏହିସବୁ ଖେଳାଳିଙ୍କୁ ପଛରେ ପକାଇଲେ

ଦୁବାଇ,୨୫।୧୧: ଆଇପିଏଲ୍‌ ୨୦୨୫ର ମେଗା ନିଲାମ ବମ୍ପର ଆରମ୍ଭ ହୋଇଛି। ଆଇପିଏଲ ଇତିହାସରେ ରିଷଭ ପନ୍ତ ସର୍ବାଧିକ ମୂଲ୍ୟର ଖେଳାଳି ହୋଇପାରିଛନ୍ତି। ତାଙ୍କୁ ଲକ୍ଷ୍ନୌ ସୁପର...

ବଡ଼ ଓଲଟପାଲଟ କଲା ଜିମ୍ବାଓ୍ବେ: ପାକିସ୍ତାନକୁ ଧୂଳି ଚଟେଇ…

ନୂଆଦିଲ୍ଲୀ,୨୫।୧୧:ପାକିସ୍ତାନ ଏବଂ ଜିମ୍ବାୱେ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଜିମ୍ବାୱେର ବୁଲାୱାୟୋରେ ଖେଳାଥିବା ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଏକ ବଡ଼ ବ୍ୟବଧାନରେ...

IPL Auction: ଏହି ସମସ୍ତ ଷ୍ଟାର ଖେଳାଳିଙ୍କୁ କିଣିଲେନି କୌଣସି ଟିମ୍

ଜେଦାହ,୨୪ା୧୧: ଇଣ୍ଡିଆନ ପରିମିୟର ଲିଗ୍ (ଆଇପିଏଲ) ୨୦୨୫ ସିଜିନ୍ ମେଗା ନିଲାମୀରେ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି ଯାଇଛି। ଋଷଭ ପନ୍ତ ଆଇପିଏଲ ଇତିହାସର ସବୁଠୁ...

ଟ୍ରେଣ୍ଟ ବୋଲ୍ଟଙ୍କ ଲାଗି ଟଙ୍କା ବର୍ଷା କଲା ମୁମ୍ବାଇ: ସାମୀ, ନଟରାଜନ, ଜୋଫ୍ରା ଅର୍ଚ୍ଚରଙ୍କୁ କିଣିଲେ ଏହି ଟିମ୍

ଜେଦାହ,୨୪ା୧୧: ରବିବାର ସାଉଦି ଆରବର ଜେଦାହରେ ଅନୁଷ୍ଠିତ ମେଗା ଅକ୍ସନରେ ବିଦେଶୀ ଖେଳାଳିଙ୍କ ଚାହିଦାକୁ ଫିକା କରି ଦେଇଛନ୍ତି ଭାରତୀୟ ଖେଳାଳି। ଭାରତୀୟ ଦଳର ଉଇକେଟ...

ପୁଣି ଧୋନୀଙ୍କ ସହିତ ଖେଳିବେ ଅଶ୍ୱିନୀ: ଏହି ତିନି ବଡ଼ ଖେଳାଳିଙ୍କୁ ଦଳରେ ସାମିଲ କଲା ଚେନ୍ନାଇ

ନୂଆଦିଲ୍ଲୀ,୨୪।୧୧: ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ପୁଣିଥରେ ଦଳରେ ସାମିଲ କରିଛି। ରବିବାର ଅନୁଷ୍ଠିତ ନିଲାମୀରେ ଟିମ୍ ଅଶ୍ୱିନୀଙ୍କୁ ୯.୭୫ କୋଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri