ଅଧାଘଣ୍ଟା କାନ୍ଦିଥିଲେ ସଲମାନ…

ମୁମ୍ବାଇ, ୧୬।୧୨: ବଲିଉଡ୍‌ର କମେଡ଼ିଆନ୍‌ ଲକ୍ଷ୍ମୀକାନ୍ତ ବର୍ଡେଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ବୁଧବାର ପାଳିତ ହେଉଛି। କିଡ଼ନୀ ଆକାମୀ ହେବା ଯୋଗୁ ତାଙ୍କର ମୃତ୍ୟୁ ୨୦୦୪ ଡିସେମ୍ବର ୧୬ରେ ହୋଇଥିଲା। ତାଙ୍କ ମୃତ୍ୟୁରେ ସଲମାନ ଖାଁ ଛୋଟ ପିଲାଙ୍କ ଭଳି କଇଁକଇଁ ହୋଇ କାନ୍ଦିଥିଲେ। ତାଙ୍କୁ ଚୁପ୍‌ କରିବା ପାଇଁ ପ୍ରାୟ ଅଧାଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଲକ୍ଷ୍ମୀକାନ୍ତ ସଲମାନଙ୍କର ଜଣେ ଭଲ ବନ୍ଧୁ ଥିଲେ। ସେମାନେ ଏକାଠି ବହୁ ଫିଲ୍ମରେ କାମ କରିଥିଲେ। ଲକ୍ଷ୍ମୀକାନ୍ତ-ସଲମାନଙ୍କ ଯୋଡ଼ି ବଲିଉଡ୍‌ରେ ସଫଳ ରହିଥିଲା। ୧୯୫୪ ଅକ୍ଟୋବର ୨୬ରେ ଲକ୍ଷ୍ମୀକାନ୍ତ ଜନ୍ମଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ଅଭିନୟଜଗତକୁ ବାଏ ବାଏ କହିଲେ ଏହି ସାଉଥ୍‌ ଅଭିନେତ୍ରୀ! ପ୍ରଶଂସକ ନିରାଶ 

ହାଇଦ୍ରାବାଦ: ବିବାହ ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସାଉଥ୍‌ ଅଭିନେତ୍ରୀ କୀର୍ତ୍ତି ସୁରେଶ। ସେଇଟି ହେଲା ଅଭିନୟ ଦୁନିଆକୁ ବାଏ ବାଏ କରିବା। ଏକଥା ଆମେ...

ମୋ ନାଁରେ ମିଛ ପ୍ରଚାର ହେଉଛି ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୨୧।୧୨: ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନ ଶନିବାର ସାରେ ଜୁବୁଲି ପାହାଡରେ ଥିବା ତାଙ୍କ ବାସଭବନରେ ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ପୁଷ୍ପା-୨ ଦଳାଚକଟା...

‘ମହାତ୍ମା ଗାନ୍ଧୀ ପାକିସ୍ତାନର ‘ଜାତୀୟ ପିତା’, ଭୁଲବଶତଃ ଭାରତର ବୋଲି କୁହାଯାଉଛି’

ମୁମ୍ବାଇ: ବିବାଦରେ ଭେଟେରାନ ବଲିଉଡ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ। ଅନେକ ଥର ଶାହାରୁଖ ଖାନ୍‌ ଏବଂ ସଲମାନ ଖାନଙ୍କ ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହି...

ହନି ସିଂଙ୍କୁ ଚାପୁଡ଼ା ମାରିଥିଲେ ଶାହାରୁଖ! ୯ ବର୍ଷ ପରେ ଖୁଲାସା କଲେ ଗାୟକ

ମୁମ୍ବାଇ,୨୧।୧୨: ଗାୟକ-ରାପର୍‌ ହନି ସିଂ ଆଜିକାଲି ତାଙ୍କ ଡକ୍ୟୁମେଣ୍ଟାରୀ ‘ୟୋ ୟୋ ହନି ସିଂ: ଫେମସ’ ସହିତ ଖବରରେ ଅଛନ୍ତି। ମୋଜେଜ ସିଂଙ୍କ ନିର୍ଦ୍ଦେଶିତ ଏବଂ...

‘ଅଲ୍‌ ଇଜ୍‌ ଓ୍ବେଲ୍‌’

ମୁମ୍ବାଇ: କଥାରେ ଅଛି ‘ବଡ଼ ଘର ବଡ଼ ଗୁମର କଥା’। ତାକୁ ଭେଦିବା କାଠିକର ପାଠ। ଆମେ କହୁଛୁ ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନଙ୍କ...

ନିଜଠାରୁ ୪୦ ବର୍ଷ ସାନ ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଅଜୟ ଦେବଗନଙ୍କ ଅନସ୍କ୍ରିନ୍‌ ବାପା!

ମୁମ୍ବାଇ: ବଲିଉଡ୍‌ ଫିଲ୍ମଜଗତର ଜଣେ ଜଣାଶୁଣା ନାମ ହେଲେ ଗୋବିନ୍ଦ ନାମଦେବ। ଏହି ଭେଟେରାନ ଅଭିନେତା ‘ଓଏମ୍‌ଜି’, ‘ସିଙ୍ଘମ’,‘ଓ୍ବାଣ୍ଟେଡ’ ଭଳି ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ହେଲେ...

ଭଗବାନ ଶିବ ବି ଦିନେ ପିଇଥିଲେ ବିଷ…କାହିଁକି ଏମିତି କହିଲେ ଦିଲଜିତ ଦୋସାଞ୍ଜ

ଦିଲଜିତ ଦୋସାଞ୍ଜ ଆଜିକାଲି ତାଙ୍କ ଦିଲ ଲୁମିନାଟି ଟୁର୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦେଶର ବିଭିନ୍ନ ରାଜ୍ୟ ପରିଦର୍ଶନ କରି ଦିଲଜିତ୍‌ ତାଙ୍କ ପ୍ରଦର୍ଶନ ସହିତ...

ସତ ନା ଲୋକଦେଖାଣିଆ…ଐଶ୍ୱର୍ଯ୍ୟାଙ୍କ ଓଢ଼ଣୀ ଧରି ଚାଲିଲେ ଅଭିଷେକ,Video

ବମ୍ବେ: କେତେବେଳେ ଅଲଗା ତ କେବେ ଏକାଠି। ଏମିତିରେ ପ୍ରଶଂସକ ସତ କ’ଣ ଆଉ ମିଛ କ’ଣ ତାହା ବୁଝିବା କଷ୍ଟକର ବୋଲି ମତ ରଖୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri