ସର୍ବିଆ ପବ୍‌ରେ ‘ଓ ଅଣ୍ଟାବା’ ଗୀତରେ ଠୁମକା ଲଗାଇଲେ ସାମନ୍ଥା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ବରୁଣ ଧଓ୍ବାନ ଏବଂ ହଟ୍‌ ସାମନ୍ଥା ରଥ ପ୍ରଭୁ ଏକାଠି ନଜର ଆସିବାକୁ ଯାଉଛନ୍ତି। ପପୁଲାର ହଲିଉଡ ଓ୍ବେବ ସିରିଜ୍‌ ‘ସେଟାଡଲ’ର ଇଣ୍ଡିଆନ ରିମେକ୍‌ରେ ଦୁହେଁ ଅଭିନୟ କରୁଛନ୍ତି। ସର୍ବିଆରେ ଏହି ଫିଲ୍ମର ସୁଟିଂ ଚାଲିଛି। ତେବେ ସୋସିଆଲ ମିଡିଆରେ ଦୁର୍ହିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସର୍ବିଆର ଏକ ପବ୍‌ରେ ସାମନ୍ଥା ଓ ଅଣ୍ଟାବା ଗୀତରେ ଠୁମକା ଲଗାଉଥିବାର ନଜର ଆସିଛନ୍ତି।

Share