ସତ୍ୟବାଦୀରେ ସଞ୍ଜୟ ଦାସବର୍ମା ଆଗରେ

ସତ୍ୟବାଦୀ,୪ା୬: : ମଙ୍ଗଳବାର ରାଜ୍ୟରେ ଜାରି ରହିଛି ଭୋଟ୍‌ ଗଣତି। ଏବେ ପୋଷ୍ଟାଲ ବାଲଟ ଗଣତି ହେଉଥିବା ବେଳେ କିଛି ସ୍ଥାନରେ ଶେଷ ହୋଇଛି। ପୁରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସୁନିଲ ମହାନ୍ତି ଆଗରେ ରହିଥିବା ବେଳେ ସତ୍ୟବାଦୀରେ ସଞ୍ଜୟ ଦାସବର୍ମା ଏବଂ ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ରହିଛନ୍ତି।