Categories: ଖେଳ

‘ଏହି ଦୁଇ ଟିମ୍‌ ଖେଳିବେ ଆଇପିଏଲ୍‌ ଫାଇନାଲ’

ନୂଆଦିଲ୍ଲୀ,୨୭।୫: ଭାରତର ପୂର୍ବ କ୍ରିକେଟର ସଞ୍ଜୟ ମଞ୍ଜରେକର ଆଇପିଏଲ୍‌ ଫାଇନାଲକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ରବିବାର ଖେଳାଯିବାକୁ ଥିବା ମୁକାବିଲାରେ ଗୁଜରାଟ ଟାଇଟନ୍ସ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ ବୋଲି ସେ କହିଛନ୍ତି।

ବାଙ୍ଗାଲୋର ପାଇଁ ସବୁକିଛି ଠିକ୍‌ ଚାଲିଛି। ତାଙ୍କ ପାଖରେ ପ୍ରଭାବୀ ବୋଲର ରହିଛନ୍ତି। ସେମାନେ ପୂର୍ବ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିଲେ। ଏବେ ସେ ଫାଇନାଲରୁ ଗୋଟିଏ ପାଦ ଦୂରରେ ଅଛନ୍ତି। ଏଣୁ ସେ ହାର ମାନିବେ ନାହିଁ ବୋଲି ମଞ୍ଜରେକର କହିଛନ୍ତି।

Share