Categories: ଜାତୀୟ

ଗିରଫଦାରୀ, ଇଡି ହେପାଜତକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ସଞ୍ଜୟ

ନୂଆଦିଲ୍ଲୀ,୧୩।୧୦: ଦିଲ୍ଲୀ ହାଇକୋର୍ଟରେ ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିବା ଜଣାପଡିଛି। ସଞ୍ଜୟ ସିଂଙ୍କ ଓକିଲ ଶୀଘ୍ର ଶୁଣାଣି ପାଇଁ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ନିକଟରେ ଆବେଦନ କରିଛନ୍ତି। ଏହି ଆବେଦନରେ ତାଙ୍କୁ ଇଡି ହେପାଜତକୁ ପଠାଇବା ଆଦେଶକୁ ଚ୍ୟାଲେଞ୍ଜ କରାଯାଇଛି। ଆଜି ନିଜେ ଶୁଣାଣି ପାଇଁ ଦିଲ୍ଲୀ ହାଇକୋର୍ଟ ପ୍ରସ୍ତୁତ ଅଛନ୍ତି।

Share