Categories: ଜାତୀୟ

ସଂସଦ ଟିଭିକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ, ଗୃହରେ ଅନାସ୍ଥା ପ୍ରସ୍ତାବ ବିତର୍କକୁ ଟେଲିକାଷ୍ଟ କରୁନି ସଂସଦ ଟିଭି

ନୂଆଦିଲ୍ଲୀ,୮।୮: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ହେଉଥିବା ସମୟରେ ହଠାତ୍‌ ସଂସଦ ଟିଭିକୁ ନେଇ ଗୃହରେ ହଙ୍ଗାମା ଦେଖିବାକୁ ମିଳିଥିଲା। ଏଥିପାଇଁ କିଛି ସମୟ ପାଇଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲେ।

ସୂଚନାଯୋଗ୍ୟ, ବହୁଜନ ସମାଜ ପାର୍ଟିର ସାଂସଦ ଡାନିଶ ଅଲି କହିଥିଲେ ଯେ ସଂସଦ ଟିଭି ସଂସଦରେ ଚାଲିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ବତର୍କ ଦେଖାଇବା ପରିବର୍ତ୍ତେ ମନଇଛା ସରକାରଙ୍କ ମିଛ ସଫଳତାର କାହାଣୀକୁ ଟେଲିକାଷ୍ଟ କରୁଛି।

Share