Categories: ଜାତୀୟ

କେନାଲରେ ପଶିଲା ଗାଡି: ୫ ମୃତ

ପାଟନା,୨୫।୮: ବିହାରର ସରାନ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଶ୍ରାଦ୍ଧ ଭୋଜି ପରେ ଫେରୁଥିବାବେଳେ ଅଘଟଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଛତ୍‌ରାରେ ଶ୍ରାଦ୍ଧ ଭୋଜି ପରେ ୬ଜଣ ସ୍କର୍ପିଓରେ ଗୋପାଳଗଞ୍ଜକୁ ଫେରୁଥିଲେ। ଏହି ସମୟରେ ସ୍କର୍ପିଓ ଅନିୟନ୍ତ୍ରିତ ହୋଇ କେନାଲରେ ଭିତରକୁ ପଶିଯାଇଥିଲା। ଯେଉଁଥିପାଇଁ ୫ ଜଣଙ୍କର ମୃତ୍ୟୁ ଘଟିଛି।

Share