ସୁସ୍ଥ ଅଛନ୍ତି ସରୋଜ ଖାଁ

ମୁମ୍ବାଇ: ବଲିଉଡ୍‌ର ନାମୀ ଡ୍ୟାନ୍ସ କୋରିଓଗ୍ରାଫର ସରୋଜ ଖାଁ ହଠାତ୍‌ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଶନିବାର ମୁମ୍ବାଇର ବାନ୍ଦ୍ରାରେ ଥିବା ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୭୧ ବର୍ଷୀୟା ଏହି ଡ୍ୟାନ୍ସ କୋରିଓଗ୍ରାଫର ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏବେ ଆସିଥିବା ରିପୋର୍ଟରୁ ଜଣାପଡିଛି କି ସେ କରୋନାରେ ପୀଡ଼ିତ ହୋଇ ନାହାନ୍ତି।  ଦିନେ ଦୁଇ ଦିନ ମଧ୍ୟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ସରୋଜଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସରୋଜ ପ୍ରଥମେ ଜଣେ ଆସିଷ୍ଟାଣ୍ଡ କୋରିଓଗ୍ରାଫର ଭାବେ ବଲିଉଡ୍‌ ଦୁନିଆରେ କାମ ଆରମ୍ଭ କରିଥିଲେ। ୧୯୭୪ରେ ‘ଗୀତା ମେରା ନାମ’ଥିଲା ତାଙ୍କର ପ୍ରଥମ ଫିଲ୍ମ। ୧୯୮୭ର ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ରେ ହାଓ୍ବା ହାଓ୍ବାଇ ଗୀତରେ ସରୋଜଙ୍କ ଗୋରିଓଗ୍ରାଫିକୁ ଆଜିବି ଦର୍ଶକେ ମନେରଖିଛନ୍ତି। ସରୋଜ ଏଯାବତ୍‌ ପାଖାପଖି ୨ହଜାର ଗୀତରେ ନୃତ୍ୟ ନିର୍ଦ୍ଦେଶନା ଦେଇସାରିଛନ୍ତି। ଫିଲ୍ମ ତେଜାବରେ ‘ଏକ୍‌ ଦୋ ତିନ୍‌’ ଗୀତର କୋରିଓଗ୍ରାଫି ଏବେବି ଦର୍ଶକଙ୍କୁ ଝୁମିବାକୁ ବାଧ୍ୟ କରେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୦ କୋଟିର ବଙ୍ଗଳା ଛାଡ଼ି ଭଡ଼ାରେ ରହିବେ ଶାହାରୁଖ ଖାନ୍‌; ମାସକୁ ଗଣିବେ ୨୪ ଲକ୍ଷ, କାରଣ ଜାଣିଲେ…

ମୁମ୍ବାଇ: କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ପ୍ରଶଂସକଙ୍କ ଲାଗି ମୁମ୍ବାଇରେ ଥିବା ତାଙ୍କ ଘର ‘ମନ୍ନତ’ ଐତିହ୍ୟସ୍ଥଳ ଭଳି। ଘର ବାହାରେ ପ୍ରତ୍ୟେହ ପ୍ରଶଂସକଙ୍କ ଭିଡ଼ ଜନ୍ମେ।...

ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ,ଏବେ କିନ୍ତୁ ସବୁ ଠିକ୍‌… ଗୋବିନ୍ଦାଙ୍କ ଓକିଲ ଖବରକୁ କହିଲେ ମିଥ୍ୟା

ମୁମ୍ବାଇ: ଆଜିକାଲି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ। ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ ଦୀର୍ଘ ୩୭ ବର୍ଷର ବୈବାହିକ ଜୀବନରେ ତାଙ୍କର...

ପତ୍ନୀଙ୍କଠାରୁ ଅଲଗା ହେବେ ‘ବାଗ୍‌ବାନ୍‌’ ଫେମ୍‌ ଅଭିନେତା ଅମନ ବର୍ମା

ମୁମ୍ବାଇ: ସୁପରଷ୍ଟାର ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼କୁ ନେଇ ଖବର ଥମି ନ ଥିବା ବେଳେ ଏବେ ଆଉ ଜଣେ ଅଭିନେତା ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ...

Video: ସୀମା-ସଚିନଙ୍କ ସମ୍ପର୍କରେ ଫାଟ! କାନ୍ଦିକି କହିଲେ, କ’ଣ ଭାବି ଆସିଥିଲି…

ଲକ୍ଷ୍ନୌ,୨୬।୨: ପାକିସ୍ତାନ ଛାଡି ଭାରତ ପଳାଇଆସିଥିବା ସୀମା ହାଇଦର ଏବଂ ସଚିନ ମୀନା ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ କଣ୍ଟେଣ୍ଟ ଶେୟାର କରି ଚର୍ଚ୍ଚାରେ ରହିଥାନ୍ତି।...

Govinda-Sunita Divorce: ଚମକାଇଲା ସୁନୀତାଙ୍କ ବୟାନ, ଚାଞ୍ଚଲ୍ୟକର ଖୁଲାସାରେ ସମସ୍ତେ ତାଜୁବ

ମୁମ୍ବାଇ: ସୁନିତା ଆହୁଜା ଏବଂ ଗୋବିନ୍ଦାଙ୍କ ମଧ୍ୟରେ ଛାଡପତ୍ର ହୋଇଥିବା ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଏହି ଦମ୍ପତି ଅଲଗା ହେବାକୁ ଯାଉଛନ୍ତି। ଯଦିଓ...

ଝଗଡ଼ା ପରେ ହୀରାର ମୁଦି ମାଗନ୍ତି ଧନଶ୍ରୀ! ସମସ୍ତଙ୍କ ସାମ୍ନାରେ ପୋଲ୍‌ ଖୋଲିଲେ ଚହଲ, କହିଲେ…

ମୁମ୍ବାଇ,୨୬।୨: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ଖବର ଆଜିକାଲି ସବୁଠି ଚର୍ଚ୍ଚାରେ। ୟୁଜଭେନ୍ଦ୍ର ଏବଂ ଧନଶ୍ରୀ ଛାଡପତ୍ର ପାଇଁ ଆବେଦନ...

ଭାରତରେ ବଢୁଛି ‘ଗ୍ରେ ଡିଭୋର୍ସ’ ମାମଲା, ଖେଳାଳିଙ୍କଠୁ ଆରମ୍ଭ କରି ଅଭିନେତା ଯାଏ କାହିଁକି ବାଛୁଛନ୍ତି ଏହି ବାଟ

ମୁମ୍ବାଇ,୨୬।୨: ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଭାରତରେ ବାସ କରନ୍ତି। କିନ୍ତୁ ବିଶ୍ୱରେ ସବୁଠାରୁ କମ୍‌ ଛାଡପତ୍ର ଭାରତରେ ହୁଏ। ପରିସଂଖ୍ୟାନ ଅନୁଯାୟୀ, ଭାରତରେ ପ୍ରତି...

Govinda Divorce News: ଛାଡପତ୍ର ଖବର ଉପରେ ଆସିଲା ଗୋବିନ୍ଦାଙ୍କ ପ୍ରତିକ୍ରିୟା, କହିଲେ…

ମୁମ୍ବାଇ,୨୬।୨: ଅଭିନେତା ଗୋବିନ୍ଦା ୧୯୮୭ରେ ସୁନିତା ଆହୁଜାଙ୍କୁ ବିବାହ କରିଥିଲେ। ଉଭୟଙ୍କ ପ୍ରେମ ଜୀବନ ବହୁତ ଫିଲ୍ମୀ। ପ୍ରଶଂସକମାନେ ଏହି ଯୋଡ଼ିକୁ ବହୁତ ପସନ୍ଦ କରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image