ଓଡ଼ିଶାରେ କେନ୍ଦ୍ର କୋଇଲା, ଖଣି ମନ୍ତ୍ରୀ, ପ୍ରତିକ୍ରିୟା ରଖି କହିଲେ ପୂର୍ବ ସରକାର ଏବେ ସରକାର ମଧ୍ୟରେ…

ଭୁବନେଶ୍ୱର,୨୭।୭: କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ ଶନିବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଭୁବନେଶ୍ବରରେ ପହଞ୍ଚି ସେ ତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ପୂର୍ବ ସରକାର ଏବେ ସରକାର ମଧ୍ୟରେ ବହୁତ ତଫାତ ଅଛି। କୌଣସି ରାଜ୍ୟକୁ ଅବହେଳା କରାଯିବନି, ହକ୍‌ ଅନୁସାରେ ସବୁ ମିଳିବ। କୋଇଲା ଖଣି ରୟାଲିଟି ଉପରେ ନୀତି ଆୟୋଗ ବୈଠକରେ ନିଷ୍ପତ୍ତି ହେବ। ବିଦେଶରୁ ଆମଦାନୀ ହେଉଥିବା ଖଣି ଉପରେ ଭାରତରେ ସର୍ଭେ ଚାଲିଛି , ଯେଉଁଠି ବାହାରିବ ସେ ଦିଗରେ କାର୍ଯ୍ୟ ଜାରି ରହିବ।