Posted inଜାତୀୟ

ସ୍କୁଲ-କଲେଜ ବନ୍ଦ, ବାୟୁ ପ୍ରଦୂଷଣକୁ ନେଇ ଆଡଭାଇଜରୀ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ,୧୯।୧୧: ବାୟୁ ପ୍ରଦୂଷଣ ଦିଲ୍ଲୀ-ଏନସିଆରରେ ଲୋକଙ୍କ ସମସ୍ୟା ବଢାଇ ଦେଇଛି। ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି । ସବୁଠାରୁ ବଡ ସମସ୍ୟା ହେଉଛି ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ। ଏଠାରେ ମଧ୍ୟ ମଙ୍ଗଳବାର (୧୯ ନଭେମ୍ବର ୨୦୨୪) ଅଧିକାଂଶ ସ୍ଥାନରେ ଏକ୍‌ୟୁଆଇ ୫୦ ଅତିକ୍ରମ କରିଥିଲା ଯାହା ଅଧିକ ଭୟଙ୍କର ଅଟେ। ଏହାପୂର୍ବରୁ ସୋମବାର ମଧ୍ୟ ଏହି ସହରଗୁଡିକରେ ଏକ୍ୟୁଆଇ ସ୍ତର ୫୦୦ରୁ ଅଧିକ ଥିଲା ।
ବାୟୁ ପ୍ରଦୂଷଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସୋମବାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଏକ ପରାମର୍ଶ ଦେଇଛନ୍ତି। ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ୨୩ନଭେମ୍ବର ସୁଦ୍ଧା ଅଫଲାଇନ କ୍ଲାସ ଏବଂ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟକୁ ୨୨ ନଭେମ୍ବର ସୁଦ୍ଧା ବନ୍ଦ କରି ଅନଲାଇନ କ୍ଲାସ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ଦିଲ୍ଲୀ-ଏନସିଆରର ସ୍କୁଲଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଅନଲାଇନ କ୍ଲାସ ନେବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର-ଝାଡ଼ଖଣ୍ଡ ବିଧାନସଭା ପାଇଁ କାଲି ଭୋଟିଂ, ବାହାରିଲେଣି ପୋଲିଂ ପାର୍ଟି

ନୂଆଦିଲ୍ଲୀ,୧୯।୧୧: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବ୍ୟତୀତ ଆସନ୍ତାକାଲି ଅର୍ଥାତ୍‌ ବୁଧବାର (୨୦ ନଭେମ୍ବର) ଉପ-ନିର୍ବାଚନ ପାଇଁ ଭୋଟ ମଧ୍ୟ ଅନୁଷ୍ଠିତ ହେବ। ପୋଲିଂ...

ବିଶ୍ୱର ସବୁଠାରୁ ଧନୀ ହିନ୍ଦୁ ମନ୍ଦିରର ନିର୍ଦ୍ଦେଶ ଶୁଣି ଚିନ୍ତାରେ ୩୦୦ କର୍ମଚାରୀ

ତିରୁପତି,୧୯।୧୧: ବିଶ୍ୱର ସବୁଠାରୁ ଧନୀ ହିନ୍ଦୁ ମନ୍ଦିର ଏହାର ବୋର୍ଡରେ କାମ କରୁଥିବା ଅଣ ହିନ୍ଦୁ କର୍ମଚାରୀଙ୍କ ପାଇଁ ଏକ ନୂତନ ଆଦେଶ ଜାରି କରିଛି...

ଏହି ଯୋଜନାରେ ମହିଳାଙ୍କୁ ମିଳିବ ୨୪ହଜାର, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ,୧୯।୧୧: ଭାରତ ସରକାର ଦେଶରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରୁଛନ୍ତି। ସମାଜରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ସରକାର ନୂତନ ଉଦ୍ୟମ କରୁଛନ୍ତି। ବିଶେଷକରି ସରକାର...

‘ଲୋକଙ୍କୁ ବ୍ୟବହାର କରି ତଡ଼ିଦେବା ଭାଜପାର ଚରିତ୍ର’

ନୂଆଦିଲ୍ଲୀ,୧୯।୧୨:ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନର ଶେଷ ପର୍ଯ୍ୟାୟରେ ଦଳର ନେତା ଓ ବିରୋଧୀଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। ଏହି ସମୟରେ କଂଗ୍ରେସ ନେତା...

ଦିଲ୍ଲୀ କ’ଣ ଦେଶର ରାଜଧାନୀ ହେବା ଉଚିତ, କାହିଁକି ଏମିତି କହିଲେ ଥରୁର

ନୂଆଦିଲ୍ଲୀ,୧୯।୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଜାତୀୟ ରାଜଧାନୀର ହାରାହାରି ୨୪ ଘଣ୍ଟା ଏୟାର କ୍ୱାଲିଟି ଇଣ୍ଡେକ୍ସ ହେଉଛି ୪୯୩। ଦିଲ୍ଲୀର...

ଯାଉନାହାନ୍ତି, ପଠାଉଛନ୍ତି

ନୂଆଦିଲ୍ଲୀ/ଇମ୍ଫାଲ,୧୯ା୧୧: ପୁଣି ଜାତିଆଣ ହିଂସାର ନିଅଁାରେ ଜଳୁଛି ମଣିପୁର। ଜିରିବାମ୍‌ର ଏକ ଶିବିରରୁ ନିଖୋଜ ହୋଇଯାଇଥିବା ୬ ଅପହୃତଙ୍କ ମୃତଦେହ ମିଳିବା ପରେ ୩ ଦିନ ଧରି...

ପ୍ରଦୂଷଣମୁକ୍ତ ପରିବେଶ ଦେବା ସରକାରଙ୍କ ଦାୟିତ୍ୱ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ,୧୯ା୧୧(ପି.ଟି.): ନାଗରିକଙ୍କୁ ପ୍ରଦୂଷଣମୁକ୍ତ ପରିବେଶ ଯୋଗାଇଦେବା ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) ଅନ୍ତର୍ଗତ...

କୃଷକ ନେତାଙ୍କ ବଡ଼ ନିଷ୍ପତ୍ତି: ୬ରେ ଦିଲ୍ଲୀ ଅଭିଯାନ

ଚଣ୍ଡିଗଡ଼,୧୮ା୧୧: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ଆଇନଗତ ଗ୍ୟାରେଣ୍ଟି ଏବଂ ଅନ୍ୟାନ୍ୟ ଦାବିକୁ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri