ଖୋଲିଲା ସ୍କୁଲ, ଆସିଲେ ପିଲା

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଆଜିଠୁ ପୁଣି  ଖୋଲିଛି ସ୍କୁଲ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗତ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଥିଲା। ଆଜିଠୁ ସକାଳ ସାଢ଼େ ୬ରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାମାନେ ଆଜି ସକାଳୁ ସ୍କୁଲ ଆସିଛନ୍ତି।

ଅନ୍ୟପକ୍ଷରେ ସମ୍ବଲପୁର ଜିଲାରେ ସାମ୍ପ୍ରଦାୟିକ ହିଂସା ଯୋଗୁ ସ୍କୁଲ ଆଉ ୨ ଦିନ ବନ୍ଦ ରହିବ।

Share