ଦୁନିଆର ସବୁଠାରୁ ପୁରୁଣା ଗ୍ୟାସିୟରକୁ ଆବିଷ୍କାର କଲେ ବୈଜ୍ଞାନିକ

ଜୋହାନ୍ସବର୍ଗ,୧୩।୭:ବୈଜ୍ଞାନିକମାନେ ଦକ୍ଷିଣ ଆଫ୍ରିକାରୁ ଦୁନିଆର ସର୍ବ ପୁରାତନ ଗ୍ଲାସିୟର ଅଂଶକୁ ଆବିଷ୍କାର କରିଛନ୍ତି। ଏହି ଗ୍ଲାସିୟର ୨୯୦କୋଟି ବର୍ଷ ପୁରୁଣା ଏବଂ ଏହାକୁ ସୁନା ଭଣ୍ଡାରର ଚଟାଣ ତଳୁ ଆବିଷ୍କୃତ କରାଯାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ଅତୀତରେ ଏହି ମାଳଦ୍ୱୀପରେ ବରଫ ଶୃଙ୍ଗ ଥିଲା।

Share