ପ୍ରସିଦ୍ଧ ସ୍କ୍ରିପ୍ଟରାଇଟର୍‌ଙ୍କ ପରଲୋକ

ଲୋକପ୍ରିୟ ତାମିଲ-ତେଲୁଗୁ ସ୍କ୍ରିପ୍ଟରାଇଟର୍‌୍‌ ଶ୍ରୀ ବାଲାମୁରୁଗାନଙ୍କ ଦେହାନ୍ତ ହୋଇଛି। ୮୬ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। ସେ ଗତ କିଛି ବର୍ଷ ଧରି ଅସୁସ୍ଥ ଥିଲେ।
ବାଲାମୁରୁଗାନ ‘ଧର୍ମଦଥା’, ‘ଅଲୁମାଗାଲୁ’, ‘ସାଭାସାଗାଲୁ’ ଏବଂ ‘ଜୀବନ ତରଙ୍ଗାଲୁ’ ପରି ଅନେକ ସୁପରହିଟ ଫିଲ୍ମର ସ୍କ୍ରିପ୍ଟରାଇଟର୍‌ ଭାବରେ କାର୍ଯ୍ୟ କରିଥିଲେ। ବାଲାମୁରୁଗାନ ଅନେକ ତାମିଲ କଳାକାରଙ୍କ ପାଇଁ କାହାଣୀ ମଧ୍ୟ ଲେଖିଛନ୍ତି। ତାଙ୍କ ଦେହାନ୍ତ ଖବର ଶୁଣି ତାମିଲ ଏବଂ ତେଲୁଗୁ ଫିଲ୍ମ ଜଗତର ସେଲିବ୍ରିଟିମାନେ ସମବେଦନା ଜଣାଇଛନ୍ତି।

Share