ସ୍କ୍ରବ ଟାଇଫସ ଆତଙ୍କ ବରଗଡ଼ ଯିବ  ଭିମସାର ଟିମ୍‌

ବରଗଡ଼,୧୬।୯: ବରଗଡ଼ ଜିଲାର  ବିଭିନ୍ନ ବ୍ଲକରେ ସ୍କ୍ରବ ଟାଇଫସ ବ୍ୟାପୁଥିବାରୁ ଏହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
ବରଗଡ଼ ସୁନ୍ଦରଗଡ଼ ଓ ବଲାଙ୍ଗୀର ଅଞ୍ଚଳରେ ଭୟ ସୃଷ୍ଟି କରିଥିବା ସ୍କ୍ରବ ଟାଇଫସ ରୋଗର ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ଅଣ୍ଟା ଭିଡିଛି । ଭିମସାରରୁ ଏକ ମେଡିକାଲ ଟିମ ବରଗଡ଼ ଜିଲା ଗସ୍ତ କରିବ । ଭିମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ନେତୃତ୍ୱରେ ଏହି ଟିମ ବରଗ ଗସ୍ତ କରିବ ।
Share