ତେବେ କିମ୍ବଦନ୍ତୀ ଅନୁସାରେ ଅଜ୍ଞାତବାସ ସମୟରେ ପାଣ୍ଡବ ମାନେ ଓଡିଶା ଆସିଥିଲେ । ଯାହାର ପ୍ରମାଣ ମିଳେ କଟକର ବାଙ୍କି ଡମପଡା ବ୍ଲକର ପାଥପୁର ଓ କୁଶପଙ୍ଗି ଗାଁକୁ ଲାଗିଥିବା ରହସ୍ୟମୟ ଗୁମ୍ଫା ନିକଟରୁ | ଏହି ଗୁମ୍ଫାରୁ ପୁରୀ ଶ୍ରୀମନ୍ଦିରକୁ ସୁଡଙ୍ଗ ବାଟ ରହିଥିବା ବିଶ୍ୱାସ କରାଯାଏ |