Advertisement

ବଢ଼ିବ ଶ୍ରୀମନ୍ଦିର ସୁରକ୍ଷା: ୧ ହଜାର ୮୩ଟି ପଦବୀ ପାଇଁ ବିଜ୍ଞାପନ ଜାରି

ପୁରୀ,୩।୩: ବଢ଼ିବ ଶ୍ରୀମନ୍ଦିର ସୁରକ୍ଷା । ସୁରକ୍ଷା ପାଇଁ ସ୍ବତନ୍ତ୍ର ସୁରକ୍ଷା ବାହିନୀ ଗଠନ ହେବ। ଗୁଣ୍ଡିଚା ମନ୍ଦିର ତଥା ମାଉସୀ ମା’ ମନ୍ଦିରର ସୁରକ୍ଷା ମଧ୍ୟ ବଢ଼ିବ। ଏ ନେଇ କମାଣ୍ଡାଣ୍ଟ, ଡେପୁଟି କମାଣ୍ଡାଣ୍ଟ ସହ ଇନିସପେକ୍ଟର ଓ ସବ ଇନିସପେକ୍ଟର ନିୟୋଜିତ ହେବେ । ୧ ହଜାର ୮୩ଟି ପଦବୀ ପାଇଁ ବିଜ୍ଞାପନ ଜାରି ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share