Categories: ଫୁରସତ

ରାସ୍ତାରେ ଯାଉଥିବାବେଳେ ଯୁବତୀଙ୍କ ଆଖିକୁ ଖୁମ୍ପି ଦେଲା ଚିଲ: ଭିଡିଓ ଦେଖିଲେ ଲୋକ ଟାଙ୍କୁରି ଉଠିବ

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ଦେଖିଲେ ଲୋକ ଟାଙ୍କୁରି ଉଠେ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଯୁବତୀ ରାସ୍ତାରେ ବୁଲୁଛନ୍ତି ଏବଂ ହାତରେ ଫୋନ ଧରି କିଛି ରେକର୍ଡିଂ କରୁଛନ୍ତି ହଠାତ୍‌ ଏକ ଚିଲ ଆସି ତାଙ୍କ ଆଖି ଖୁମ୍ପି ଦେଇ ଯାଉଛି। ଏହି ଭିଡିଓ ଦେଖିବା ପରେ ଲୋକମାନେ ବହୁତ ଡରି ଯାଇଛନ୍ତି। ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ପ୍ରାୟ ଆଠ ଲକ୍ଷ ଲୋକ ଏହାକୁ ଦେଖିଛନ୍ତି।

Share