ସ୍ବାମୀଙ୍କ ମଧ୍ୟରେ ଏହି ଗୁଣ ଦେଖି ବଢ଼େ ମହିଳାଙ୍କ ଉତ୍ସାହ

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ହତୋପଦେଶ ବର୍ଣ୍ଣନା କରିଛନ୍ତି। ଏହା ଜୀବନର ପ୍ରତ୍ୟେକ ସମସ୍ୟାର ସମାଧାନ କରିଥାଏ। ଯାହାକୁ ଆପଣାଇ ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ। ସେ ତାଙ୍କ ଶ୍ଳୋକରେ କହିଛନ୍ତି ଯେ,
ବ୍ରାହ୍ମଣଙ୍କ ପାଇଁ ଖାଦ୍ୟ ନିମନ୍ତ୍ରଣ ଏକ ଉତ୍ସବ।

ଗୋରୁକୁ ନୂତନ ଘାସ ମିଳିବା ଉତ୍ସବ ପାଳନ କରିବା ସହ ସମାନ ।
ସ୍ବାମୀଙ୍କ ମଧ୍ୟରେ ଉତ୍ସାହ ଭରି ରହିବା ଦେଖି ମହିଳାମାନଙ୍କ ଉତ୍ସାହ ବଢ଼ିଥାଏ।

ପଦର ଶେଷରେ ଚାଣକ୍ୟ କହିଛନ୍ତି ଯେ, ମୋ ପାଇଁ ଶ୍ରୀକୃଷ୍ଣଙ୍କ ପାଦତଳେ ଅନୁରାଗ ଏକ ଉତ୍ସବ ସଦୃଶ।