ସେନା ବିମାନ ଦୁର୍ଘଟଣା: ୧୨ ମୃତ

ନାପିତାଉ,୧୦ା୬: ମ୍ୟାନ୍‌ମାର ସେନାର ଏକ ବିମାନ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେନା ପକ୍ଷରୁ କୁହାଯାଇଛି। ବିମାନଟି ରାଜଧାନୀ ନାପିତାଉରୁ ପିନ୍‌ ଓ’ ଲ୍ବିନ୍‌କୁ ଯାଉଥିବା ବେଳେ ଖରାପ ପାଗ ଯୋଗୁ ଅବତରଣ ପୂର୍ବରୁ ମାଣ୍ଡେଲୟ ସହର ନିକଟରେ ଖସି ପଡ଼ିଥିଲା। ବିମାନରେ ମ୍ୟାନ୍‌ମାର ସୈନ୍ୟଙ୍କ ସମେତ ବୌଦ୍ଧ ସନ୍ନ୍ୟାସୀ ଥିଲେ।

Share